ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିଲ୍ଲୀରେ ସାହେବ ସମ୍ମାନୀତ

ଜାତୀୟ ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ୟଙ୍ଗ ଇଣ୍ଡିଆ କା ବୋଲ- 3 ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ସମସ୍ତ ରାଜ୍ୟରୁ ଯୁବକ ମାନେ ଆସି ଦେଶରେ ହେଉଥିବା ସମସ୍ୟା ଉପରେ ବକୃତା ଦେଇଥାନ୍ତି l ଓଡିଶାର କଳାହାଣ୍ଡି ଜିଲ୍ଲାରୁ ଯାଇ ମହମ୍ମଦ ସାହେବ ସମ୍ମାନିତ ହୋଇଛନ୍ତି l ସେ ଜଣେ ସରଳ ଓ ନିଷ୍ଠାପର ବ୍ୟକ୍ତିତ୍ୱ ଅହରହ ସମାଜରେ ଘଟୁଥିବା ଦଳିତ ନିଷ୍ପେସିତ ଲୋକମାନଙ୍କ ପାଇଁ ଆବାଜ ହୋଇ ରାଜଧାନୀରେ ସମ୍ମାନିତ ହୋଇଥିବାରୁ କଳାହାଣ୍ଡି ମାଟି ଗର୍ବିତ l ଜିଲ୍ଲାରେ ସମସ୍ତ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି

ନୀରଜ ଶର୍ମାଙ୍କୁ କଂଗ୍ରେସର ଗୁରୁ ଦାଇତ୍ୱ

୫ କେଜି ଚାଉଳ କେନ୍ଦ୍ର କାଟି ଦେଇଥିବା ରୁ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଦ୍ଧରେ ବିଜେଡିର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!