ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିଲ୍ଲୀରେ ସାହେବ ସମ୍ମାନୀତ

ଜାତୀୟ ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ୟଙ୍ଗ ଇଣ୍ଡିଆ କା ବୋଲ- 3 ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ସମସ୍ତ ରାଜ୍ୟରୁ ଯୁବକ ମାନେ ଆସି ଦେଶରେ ହେଉଥିବା ସମସ୍ୟା ଉପରେ ବକୃତା ଦେଇଥାନ୍ତି l ଓଡିଶାର କଳାହାଣ୍ଡି ଜିଲ୍ଲାରୁ ଯାଇ ମହମ୍ମଦ ସାହେବ ସମ୍ମାନିତ ହୋଇଛନ୍ତି l ସେ ଜଣେ ସରଳ ଓ ନିଷ୍ଠାପର ବ୍ୟକ୍ତିତ୍ୱ ଅହରହ ସମାଜରେ ଘଟୁଥିବା ଦଳିତ ନିଷ୍ପେସିତ ଲୋକମାନଙ୍କ ପାଇଁ ଆବାଜ ହୋଇ ରାଜଧାନୀରେ ସମ୍ମାନିତ ହୋଇଥିବାରୁ କଳାହାଣ୍ଡି ମାଟି ଗର୍ବିତ l ଜିଲ୍ଲାରେ ସମସ୍ତ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଆରମ୍ଭ

masiha

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ପ୍ରସଙ୍ଗ ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ରାଜ୍ୟବାସୀଙ୍କୁ ଶୋଷଣ
କରୁଛନ୍ତି ସରକାର: ବିଜେଡି

କଂଗ୍ରେସ ଗଣତନ୍ତ୍ରର ହତ୍ୟାକାରୀ : କଳାଦିବସ ପାଳିଲା ବିଜେପି

masiha

Leave a Comment

error: Content is protected !!