ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ

କାମାକ୍ଷାନଗର (ମନିସ )13/6/23 // ଢେଙ୍କାନାଳ ଜିଲ୍ଲା ରମେଶ୍ୱରପୁରୁ ର ସୂର୍ଯ୍ୟକାନ୍ତ ବେହେରା ( ଲିପୁ) ଙ୍କ ପାଖରେ ରହିଛି ଏହି ଭୟ ର ଆଣ୍ଟିବାୟୋଟିକ୍।

 ସୂର୍ଯ୍ୟକାନ୍ତ ବେହେରା ମାତ୍ର (୨୪) ବର୍ଷ ବୟସ ର। ହେଲେ ସାରା ଓଡ଼ିଶା ରେ ଚର୍ଚ୍ଚା। ସୂର୍ଯ୍ୟକାନ୍ତ ଙ୍କ ବାପା – ଲିଙ୍ଗରାଜ ବେହେରା , ମାତା- ଲଳିତା ବେହେରା । ସୂର୍ଯ୍ୟକାନ୍ତ ଏମିତି ଜଣେ ମଣିଷ ଯିଏକି ଜୀବଜନ୍ତୁ ଓ ସାପ ମାନଙ୍କ ସେବା କରୁଛନ୍ତି। ସୂର୍ଯ୍ୟକାନ୍ତ ୨୦୧୮ ମସିହାରୁ ଆରମ୍ଭ କରିଥିଲେ ସାପ ଧରିବା। ୨୦୨୩ ସୁଧା ୭୦୦୦ ରୁ ୮୦୦୦ ସାପ ଧରି ସାରିଲେଣି ଏମିତିକି ରଣା, ତମ୍ପ, ନାଗ,ଚିତି ଓ ଅହିରାଜ ପରି ବିଷଧର ସାପ ଧରି ସାରିଲେଣି। ସୂର୍ଯ୍ୟକାନ୍ତ ଙ୍କୁ ରାତି ଅଧ ରେ ଡାକରା ଆସିଲେ ସେ ମଧ୍ୟ ଘରୁ ବାହାରି ଯାଆନ୍ତି ସାପ ଧରିବା କୁ ହେଲେ। ଦୁଃଖ ର କଥା ଆଜି ପର୍ଯ୍ୟନ୍ତ ସୂର୍ଯ୍ୟକାନ୍ତ ଙ୍କୁ କୌଣସି ସରକାରୀ ସହର୍ଯ୍ୟ ମିଳି ନାହିଁ। କିନ୍ତୁ ସେ ତାଙ୍କ କାମ କରି ଆସୁଛନ୍ତି। ସାପ ମାନଙ୍କୁ ଧରି ସୁରକ୍ଷିତ ରେ ଜଙ୍ଗଲରେ ଛାଡ଼ି ଦେଉଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତ୍ତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା ଦାବିରେ ବିକ୍ଷୋଭ 

Sunil Chandra Nayak

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଖବର

Sunil Chandra Nayak

ତେରେସିଂହା ରେ ରୋଗୀବଲା ଯାତ୍ରା

Sunil Chandra Nayak

Leave a Comment

error: Content is protected !!