ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ

କାମାକ୍ଷାନଗର (ମନିସ )13/6/23 // ଢେଙ୍କାନାଳ ଜିଲ୍ଲା ରମେଶ୍ୱରପୁରୁ ର ସୂର୍ଯ୍ୟକାନ୍ତ ବେହେରା ( ଲିପୁ) ଙ୍କ ପାଖରେ ରହିଛି ଏହି ଭୟ ର ଆଣ୍ଟିବାୟୋଟିକ୍।

 ସୂର୍ଯ୍ୟକାନ୍ତ ବେହେରା ମାତ୍ର (୨୪) ବର୍ଷ ବୟସ ର। ହେଲେ ସାରା ଓଡ଼ିଶା ରେ ଚର୍ଚ୍ଚା। ସୂର୍ଯ୍ୟକାନ୍ତ ଙ୍କ ବାପା – ଲିଙ୍ଗରାଜ ବେହେରା , ମାତା- ଲଳିତା ବେହେରା । ସୂର୍ଯ୍ୟକାନ୍ତ ଏମିତି ଜଣେ ମଣିଷ ଯିଏକି ଜୀବଜନ୍ତୁ ଓ ସାପ ମାନଙ୍କ ସେବା କରୁଛନ୍ତି। ସୂର୍ଯ୍ୟକାନ୍ତ ୨୦୧୮ ମସିହାରୁ ଆରମ୍ଭ କରିଥିଲେ ସାପ ଧରିବା। ୨୦୨୩ ସୁଧା ୭୦୦୦ ରୁ ୮୦୦୦ ସାପ ଧରି ସାରିଲେଣି ଏମିତିକି ରଣା, ତମ୍ପ, ନାଗ,ଚିତି ଓ ଅହିରାଜ ପରି ବିଷଧର ସାପ ଧରି ସାରିଲେଣି। ସୂର୍ଯ୍ୟକାନ୍ତ ଙ୍କୁ ରାତି ଅଧ ରେ ଡାକରା ଆସିଲେ ସେ ମଧ୍ୟ ଘରୁ ବାହାରି ଯାଆନ୍ତି ସାପ ଧରିବା କୁ ହେଲେ। ଦୁଃଖ ର କଥା ଆଜି ପର୍ଯ୍ୟନ୍ତ ସୂର୍ଯ୍ୟକାନ୍ତ ଙ୍କୁ କୌଣସି ସରକାରୀ ସହର୍ଯ୍ୟ ମିଳି ନାହିଁ। କିନ୍ତୁ ସେ ତାଙ୍କ କାମ କରି ଆସୁଛନ୍ତି। ସାପ ମାନଙ୍କୁ ଧରି ସୁରକ୍ଷିତ ରେ ଜଙ୍ଗଲରେ ଛାଡ଼ି ଦେଉଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚନ୍ଦ୍ରଯାନ -୩ ଅନ୍ୟତମ ମଙ୍ଗୁଆଳ ଭୁବନ ମାଟିର ଡ.ଶରତ ଦାଶ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

masiha

ଦିବ୍ୟ ଜୀବନ ସଂଘ ର ଗୁରୁପୂର୍ଣ୍ଣିମା ପାଳନ 

Sunil Chandra Nayak

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

Leave a Comment

error: Content is protected !!