ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶମ କଟକ ଅଧ୍ଯକ୍ଷା ଭାବେ ଯଶୋଦା ନିର୍ବାଚିତ

ରାୟଗଡା:୧୨/୩- ମ.ନି.ସ:- ରାୟଗଡା ଜିଲ୍ଲା ବିଶମ କଟକ ବ୍ଳକ ଅଧ୍ଯକ୍ଷା ଭାବେ ଯଶୋଦା ହୁଇକା ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଏହି ବ୍ଳକରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ଯଶୋଦା ହୁଇକାଙ୍କୁ ବିଜୟୀ ଘୋଷଣା କରିଥିଲେ। ଏହି ବ୍ଳକରେ ୧୮ ଜଣ ସମିତି ସଭ୍ଯ ଙ୍କ ସମର୍ଥନ ତାଙ୍କ ସପକ୍ଷରେ ଥିବାରୁ ସେ ବିଜୟୀ ଲାଭ କରିଥିଲେ। ଯଶୋଦା ହୁଇକା ବିଜେଡି ଦଳର ପରୋକ୍ଷ ସମର୍ଥନରେ ବ୍ଳକ ଅଧ୍ଯକ୍ଷା ପଦରେ ବିଜୟୀ ହୋଇଥିବାରୁ ଏହାର ଶ୍ରେୟ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ସଭାପତିଙ୍କୁ ଧନ୍ୟବାଦ ଜଣେଇଛନ୍ତି।ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଭୁବନେଶ୍ୱର ର ଦାୟିତ୍ବ ନେଲେ ଯୁବ ଆଇପିଏସ ପ୍ରତୀକ ସିଂ

ଜଣା ଅଜଣା _ ଚାଉଳ ରେ ସୁନ୍ଦରାକାଣ୍ଡ ଲେଖି ରେକର୍ଡ

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ଆଜି ରାତ୍ର ୧୦ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଭୋଟ ଗଣନା

Sunil Chandra Nayak

Leave a Comment

error: Content is protected !!