ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ରୁପ୍ରା, ୨୯/୬ (ମନିସ ) : ନର୍ଲା ବ୍ଳକ୍ ଅନ୍ତର୍ଗତ ଉଲିକୁପା ପଞ୍ଚାୟତର SHG ମହିଳା ମାନଙ୍କୁ ନେଇ ମିଶନ ଶକ୍ତି ନର୍ଲା ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ୍ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବିପିସି ରୋହିତ ବିଶ୍ୱାଳ, ଉଲିକୁପା ସରପଞ୍ଚ, ସମିତି ସଭ୍ୟ ତଥା BMP, MBK ଓ CRP ପ୍ରମୁଖ ଯୋଗଦେଇ ମିଶନ ଶକ୍ତି ମାଁ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଇସ୍ରୋ ର ବୈଜ୍ଞାନିକ ମାନେ ସରକାରୀ ସ୍କୁଲ ର ଛାତ୍ରଛାତ୍ରୀ.. ନିରଞ୍ଜନ 

masiha

ବିଶିଷ୍ଟ ପଶୁ ଚିକିତ୍ସକଙ୍କର ପରଲୋକ 

masiha

ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ରେ ଆଦର୍ଶ ବିବାହ

masiha

Leave a Comment

error: Content is protected !!