ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆକ୍ରମଣରେ ପୁଣି ଜଣେ ମୃତ

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଟେବାମହୁଲ ଗାଁରେ ହାତୀ ଆକ୍ରମଣରେ ପଞ୍ଚୁ ମାଝୀ(୫୦) ଙ୍କ ମୃତ୍ୟୁ ହୋଇଛି।ଘର ନିକଟରେ ଥିବା ସମୟରେ ହଠାତ ଜଙ୍ଗଲୀ ହାତୀ ଗାଁ ଭିତରକୁ ପସିଆସିଥିବା ବେଳେ ହାତୀ ସମ୍ମୁଖରେ ପଡି ଯାଇଥିଲେ ପଞ୍ଚୁ ।ଗତ ୧୭ତାରିଖ ଉକ୍ତ ହାତୀ ଆକ୍ରମଣରେ ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ପଞ୍ଚାୟତ ଝାରବନ୍ଦ ଗ୍ରାମର ଗଜିନ୍ଦ୍ର ଜାନୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ,ଗତ ଗୁରୁବାର ଠାରୁ ବନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ହାତୀ ଘୋଡେଇବା କାମରୁ ନିବୃତ ରହିଥିବାରୁ ଆଗକୁ କୌଣସି ଧନ ଜୀବନ ନଷ୍ଟକୁ ଏଡାଇ ଦିଆଯାଇନପାରେ।

ବଲଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ଚନ୍ଦାହାଣ୍ଡିରେ ଇଦ୍ -ଉଲ-ଫିତର୍ ପାଳିତ

Sunil Chandra Nayak

ଚିକିଲି ଗ୍ରାମର ବିଦ୍ୟାଳୟରୁ ୩ ଦିନ ପରେ ଖୋଲିଲା ତାଲା 

masiha

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗୀତା 

masiha

Leave a Comment

error: Content is protected !!