ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଜବତ, ୧ ଗିରଫ

      ଡାବୁଗାଁ, ୧୪ /୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡଙ୍ଗରିଗୁଡ଼ା ଗ୍ରାମ ରେ ଶୁକ୍ରବାର ଡାବୁଗାଁ ଅବକାରୀ ବିଭାଗ ଚଢ଼ାଉ କରି ୪ କିଲୋ ଗଞ୍ଜେଇ ଜବତ ସହ ଜଣେ ବ୍ୟକ୍ତି ଙ୍କୁ ଶୁକ୍ରବାର ଗିରଫ କରିଛି । ଆଜି ଡଙ୍ଗରିଗୁଡ଼ା ଗ୍ରାମର ରଇନୁ ନାୟକ (୫୮) ଗଞ୍ଜେଇ ନେଇ ଯାଉଥିବା ସମୟରେ ଖବର ପାଇ ଡାବୁଗାଁ ଅବକାରୀ ବିଭାଗ ଡଙ୍ଗରିଗୁଡ଼ା ଛକ ନିକଟରେ ରଇନୁ ଛିଡା ହୋଇଥିବା ସମୟରେ ତାଙ୍କୁ ଯାଞ୍ଚ କରିଥିଲେ | ତାଙ୍କ ଠାରୁ ଏକ ବ୍ୟାଗ ରେ ଗଞ୍ଜେଇ ଥିବା ଗଞ୍ଜେଇ କୁ ଜବତ କରିଥିଲେ | ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେୟ ଅବକାରୀ କାର୍ଯ୍ୟାଳୟ କେସ ନମ୍ବର ୬୭/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଅବକାରୀ ନିରିକ୍ଷକ ହରିହର ସିଂ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ସହ ଉପନିରୀକ୍ଷକ ଏସ.କେ ପଣ୍ଡା, କନେଷ୍ଟବଳ ନାରାୟଣ ମୁଦୁଲି, ସୁରେଖା ଭତ୍ରା, ଶ୍ରୀକାନ୍ତ ବବିଷୋଇ ପ୍ରମୁଖ ଚଢାଉରେ ସାମିଲ ଥିଲେ। |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଅବକାରୀ ଯନ୍ତାରେ ଦୁଇ ମଦ ମାଫିଆ,ସ୍କୁଟି ଓ ପେସନ ପ୍ରୋ ବାଇକ ସହ ୮୪ ଲି . ଦେଶୀ ମଦ ଜଵତ

masiha

4000 ଟଙ୍କାକୁ ନେଇ ମାରଣାତ୍ମକ ଆକ୍ରମଣ

masiha

ନିରିହ ଲୋକଙ୍କୁ ହନୁମାନ ମୁଦ୍ରା ଓ ୨/୩ ବର୍ଷରେ ଟଙ୍କା ଦୁଇଗୁଣ ତିନିଗୁଣା ପ୍ରଲୋଭନ ଦେଖାଉଥିବା ୩ ଜଣ ଠକଙ୍କୁ କୋର୍ଟ ଚାଲାଣ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!