ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଜବତ, ୧ ଗିରଫ

      ଡାବୁଗାଁ, ୧୪ /୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡଙ୍ଗରିଗୁଡ଼ା ଗ୍ରାମ ରେ ଶୁକ୍ରବାର ଡାବୁଗାଁ ଅବକାରୀ ବିଭାଗ ଚଢ଼ାଉ କରି ୪ କିଲୋ ଗଞ୍ଜେଇ ଜବତ ସହ ଜଣେ ବ୍ୟକ୍ତି ଙ୍କୁ ଶୁକ୍ରବାର ଗିରଫ କରିଛି । ଆଜି ଡଙ୍ଗରିଗୁଡ଼ା ଗ୍ରାମର ରଇନୁ ନାୟକ (୫୮) ଗଞ୍ଜେଇ ନେଇ ଯାଉଥିବା ସମୟରେ ଖବର ପାଇ ଡାବୁଗାଁ ଅବକାରୀ ବିଭାଗ ଡଙ୍ଗରିଗୁଡ଼ା ଛକ ନିକଟରେ ରଇନୁ ଛିଡା ହୋଇଥିବା ସମୟରେ ତାଙ୍କୁ ଯାଞ୍ଚ କରିଥିଲେ | ତାଙ୍କ ଠାରୁ ଏକ ବ୍ୟାଗ ରେ ଗଞ୍ଜେଇ ଥିବା ଗଞ୍ଜେଇ କୁ ଜବତ କରିଥିଲେ | ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେୟ ଅବକାରୀ କାର୍ଯ୍ୟାଳୟ କେସ ନମ୍ବର ୬୭/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଅବକାରୀ ନିରିକ୍ଷକ ହରିହର ସିଂ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ସହ ଉପନିରୀକ୍ଷକ ଏସ.କେ ପଣ୍ଡା, କନେଷ୍ଟବଳ ନାରାୟଣ ମୁଦୁଲି, ସୁରେଖା ଭତ୍ରା, ଶ୍ରୀକାନ୍ତ ବବିଷୋଇ ପ୍ରମୁଖ ଚଢାଉରେ ସାମିଲ ଥିଲେ। |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ୫୯ ଲିଟର ଦେଶୀ ରନ୍ଧା ମଦ ଜବତ ୨ ଗିରଫ

masiha

ପାଣି ଟ୍ୟାଙ୍କରେ ଗଞ୍ଜେଇ ଚାଲାଣ , ୨୧୦ କେଜି ଜବତ ;ଜଣେ ମହିଳା ସମେତ ୮ଗିରଫ 

Sunil Chandra Nayak

ନିଖୋଜ ଥିବା ନିରଞ୍ଜନ ଘରକୁ ଫେରିଲେ

Sunil Chandra Nayak

Leave a Comment

error: Content is protected !!