ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳ ରେ ଖଡିଆଳ ବିଧାୟକ 

ନୂଆପଡା, ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ଅନ୍ତର୍ଗତ ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳରେ ଖଡିଆଳ ବିଧାୟକ ଆଧିରାଜ ମୋହନ ପାଣିଗ୍ରାହୀ ଗସ୍ତ କରି ଅଞ୍ଚଳର ସମସ୍ୟା ଦେଖିବା ସହ ହୃଦ୍ୟଙ୍ଗ କରି ତାର ସମାଧାନ ବାଟ କରିବାକୁ ପ୍ରତିଶୃତି ଦେଇଛନ୍ତି। ବୋଡ଼େନ ବ୍ଲକର ପାର୍ବତ୍ୟ ଅଞ୍ଚଳ ଭଇଁସାଦାନି, ପାଟଦରା, ରେଢାମାଲ, ଝରଣାମାଲ ସମେତ ପାର୍ଶ୍ୱବର୍ତ୍ତି ଗ୍ରାମ ଗୁଡିକୁ ବିଧାୟକ ଗସ୍ତ କରି ଜନସାଧାରଣ ଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ସମାଧାନ ନେଇ ନିର୍ଦ୍ଦେଶ ଦେଇଥିଲେ। ପରିଶେଷ ରେ ପାଟଦରା ଠାରେ ଏକ ଜନ ଅଭିଯୋଗ ଶୁଣାଣି ତଥା ସଭା ରେ ଯୋଗ ଦେଇଥିଲେ।ସରକାରୀ ଯୋଜନା କିପରି ଲୋକଙ୍କ ପାଖକୁ ପହଞ୍ଚିବା ନେଇ ଅଧିକାରୀଙ୍କୁ ଆହ୍ବାନ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ମୁଡିଂ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!