ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳ ରେ ଖଡିଆଳ ବିଧାୟକ 

ନୂଆପଡା, ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ଅନ୍ତର୍ଗତ ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳରେ ଖଡିଆଳ ବିଧାୟକ ଆଧିରାଜ ମୋହନ ପାଣିଗ୍ରାହୀ ଗସ୍ତ କରି ଅଞ୍ଚଳର ସମସ୍ୟା ଦେଖିବା ସହ ହୃଦ୍ୟଙ୍ଗ କରି ତାର ସମାଧାନ ବାଟ କରିବାକୁ ପ୍ରତିଶୃତି ଦେଇଛନ୍ତି। ବୋଡ଼େନ ବ୍ଲକର ପାର୍ବତ୍ୟ ଅଞ୍ଚଳ ଭଇଁସାଦାନି, ପାଟଦରା, ରେଢାମାଲ, ଝରଣାମାଲ ସମେତ ପାର୍ଶ୍ୱବର୍ତ୍ତି ଗ୍ରାମ ଗୁଡିକୁ ବିଧାୟକ ଗସ୍ତ କରି ଜନସାଧାରଣ ଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ସମାଧାନ ନେଇ ନିର୍ଦ୍ଦେଶ ଦେଇଥିଲେ। ପରିଶେଷ ରେ ପାଟଦରା ଠାରେ ଏକ ଜନ ଅଭିଯୋଗ ଶୁଣାଣି ତଥା ସଭା ରେ ଯୋଗ ଦେଇଥିଲେ।ସରକାରୀ ଯୋଜନା କିପରି ଲୋକଙ୍କ ପାଖକୁ ପହଞ୍ଚିବା ନେଇ ଅଧିକାରୀଙ୍କୁ ଆହ୍ବାନ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ପକ୍ଷରୁ ଜନ ସୁରକ୍ଷା ଯୋଜନ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ରାୟଗଡ଼ରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଥମଥର ପାଇଁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ନିଯୁକ୍ତି; ସମାନ ସୁଯୋଗର ବାର୍ତ୍ତା ଦେଲା ଜିଲ୍ଲା ପ୍ରଶାସନ

Sunil Chandra Nayak

ଲଡ଼ାଙ୍ଗଠାରେ ୭୫ତମ ବନ ମହୋତ୍ସବ ପାଳିତ

masiha

Leave a Comment

error: Content is protected !!