ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ରେ ପୁଣି ବାଘ ଆତଙ୍କ

ନୂଆପଡ଼ା ରେ ପୁଣି ବାଘ ଆତଙ୍କ ,କିଛି ଦିନର ନୀରବତା ପରେ ପୁଣି ବାଘ ଆତଙ୍କ , ନୂଆପଡ଼ା ରେଞ୍ଜ ଆମନାରା ସେକ୍ସନ ତରିଆ ମହୁଆଭଟା ରେ ବାଘ ଆତଙ୍କ ଖେଲାଇଛି , ଗାଁର ଗୋବିନ୍ଦ ନାଏକ ଙ୍କ ବାଛୁରୀ କୁ ଟେକି ନେଇ ମାରି ଖାଇଛି ବାଘ , ବର୍ତ୍ତମାନ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି , ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ଓକିଲ ସଙ୍ଘର ନିର୍ବାଚନ – ତୁଷାର ରଞ୍ଜନ ପଟ୍ଟଯୋଷୀ ସଭାପତି ଓ ଥବିର ପ୍ରସାଦ ସାହୁ ସଂପାଦକ ନିର୍ବାଚିତ

masiha

ନବବର୍ଷ ଉପଲକ୍ଷେ ରାଜ୍ୟସ୍ତରୀୟ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର

Sunil Chandra Nayak

ଗୋଲାମୁଣ୍ଡାରେ ରଥଯାତ୍ରା ପରେ ଅଭିନବ ଦୃଶ୍ୟ: ଶ୍ରଦ୍ଧାଳୁଙ୍କ ଘରେ ଫଳମୂଳ ଗ୍ରହଣ କଲା ବାନର, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

Sunil Chandra Nayak

Leave a Comment

error: Content is protected !!