ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ରେ ପୁଣି ବାଘ ଆତଙ୍କ

ନୂଆପଡ଼ା ରେ ପୁଣି ବାଘ ଆତଙ୍କ ,କିଛି ଦିନର ନୀରବତା ପରେ ପୁଣି ବାଘ ଆତଙ୍କ , ନୂଆପଡ଼ା ରେଞ୍ଜ ଆମନାରା ସେକ୍ସନ ତରିଆ ମହୁଆଭଟା ରେ ବାଘ ଆତଙ୍କ ଖେଲାଇଛି , ଗାଁର ଗୋବିନ୍ଦ ନାଏକ ଙ୍କ ବାଛୁରୀ କୁ ଟେକି ନେଇ ମାରି ଖାଇଛି ବାଘ , ବର୍ତ୍ତମାନ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି , ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ

masiha

୪୨ ମୌଜା ବିଜେପି ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ 

masiha

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ” ଆମ ଓଡ଼ିଶା, ନବୀନ ଓଡ଼ିଶା”( ସହରୀ) ସଚେତନତା ଶିବିର ଉଦଯାପିତ

masiha

Leave a Comment

error: Content is protected !!