ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

ମୟୂରଭଞ୍ଜ – ୨୫/୭ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ତଥା ସୁଲାଇପାଟ ଫାଣ୍ଡି ଅଧିନସ୍ଥ କୁସୁମି ବ୍ଳକର ବଣକାଟି ଗ୍ରାମରେ ଜନୈକା ଯୁବକ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୋମବାର ଦିନ ଅପରାହ୍ନ ୩ ଘଟିକା ସମୟରେ ବଣକାଟି ଗ୍ରାମର ଜହରଲାଲ ମହାନ୍ତ(୪୪) ଘର କାମ କରୁଥିବା ସମୟରେ ଇଲେକ୍ଟ୍ରିକକ ମୋଟର ଦ୍ବାରା ନିଅରୁ ପାଣି ସୁଖାଉଥିବା ସମୟରେ ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ‌ଖବର ପାଇ ସୁଲାଇପାଟ ଥାନାଧିକାରୀ ଦିଲିପ ବା ରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସହ‌ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୩ ରୁଜୁ କରିବା ସହ ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତକର ଛୋଟ ଛୋଟ ଦୁଇଟି ପୁଅ ଝିଅ ଅଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କାରାଗାରରୁ ଜଣେ କଏଦୀ ଫେରାର ଘଟଣା ଜିଲ୍ଲା ଯୁବ ବିଜେଡି ସଭାପତି ଙ୍କ ତୀବ୍ର ପ୍ରତିକ୍ରୀୟା 

Sunil Chandra Nayak

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଜାତୀୟ ଅଭୟାରଣ୍ୟ ଭିତରକନିକା 

masiha

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୁକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!