ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଣୁପୁର ରେ ବିଜେଡ଼ିର ଜୋରଦାର ପ୍ରଚାର

ଗୁଣୁପୁର – ତା ୧୮/୦୩ ରିଖରେ ଗୁଣୁପୁରରେ ବିଜେଡିର ହେଭୀ ୱେଟ୍ ଙ୍କ ଜୋରଦାର ନିର୍ବାଚନ ପ୍ରଚାର । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସରକା ଓ ଅତୁନୁ ସବ୍ୟସାଚୀ ନାୟଙ୍କ ବିଧାୟକ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେଷକ, ଗୁଣୁପୁର ଆସି ପୌରଧକ୍ଷା ପାର୍ଥିନି ଶ୍ରୀମତୀ ସଂଯୁକ୍ତା ସାହୁ ଓ ସଭ୍ୟପାର୍ଥି ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ତାଙ୍କ ସହିତ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଥିଲେ । ବିଜୁ ଜନତା ଦଳକୁ ବିପୁଳ ଭୋଟ କରି ଜୟଯୁକ୍ତ କରନ୍ତି ବୋଲି ଲୋକଙ୍କୁ ବୁଝିଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ” ସଂପର୍କ ର ନଦୀ ତୀରେ”କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ପୁଲିସ ମାଓବାଦୀ ଗୁଳିବିନିମୟ ଖସି ଗଲେ ମାଓ କମାଣ୍ଡର ନିଖିଳ ,ଦଶରୁ , ଅନୀଲ ଓ ମମତା ସମେତ ୨୫/୩୦ ମାଓବାଦୀ ଙ୍କ ଛତ୍ରଭଙ୍ଗ

Sunil Chandra Nayak

ରାଇରଙ୍ଗପୁରରେ କଂଗ୍ରେସ ଅଣ୍ଟା ସଳଖ କରୁଛି

Leave a Comment

error: Content is protected !!