ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ର ଦେବସ୍ମିତା ଓ ନମିତା,ଓପିଏସି ରେ କୃତିତ୍ୱ

ଜୁନାଗଡ଼,୨/୮ ଜୁନାଗଡ ବ୍ଲକ ଅନ୍ତର୍ଗତ କୁପାଗାଁ ନିବାସୀ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜର ଭାବେ କାର୍ଯ୍ୟରତ ପ୍ରଭାକର ଦୀପ୍ ଙ୍କ କନିଷ୍ଠ ଝିଅ ଦେବସ୍ମୀତା ଦୀପ୍ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ୩୦୧ ନମ୍ବର ରେ ଯୋଗ୍ୟତା ହାସଲ କରିଛନ୍ତି,,ସେହିପରି ନମିତା ବାଗ ମଧ୍ୟ ଓପି ଏସ ସି ପରିକ୍ଷ୍ୟା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେ ଜୁନାଗଡ ବ୍ଲକ ବଳଦିଆ ମାଲ୍ ଗ୍ରାମପଞ୍ଚାୟତ ର ଖାଲିଆ ପାଲି ଗ୍ରାମ ର ସେନାପତି ବାଗ ଙ୍କ ଝିଅ ନାମିତl ବାଗ ୩୩୩ ରେଙ୍କ ରଖି ଓପିଏସସି କୃତ କାର୍ଯ୍ୟ ହୋଇଛନ୍ତି l ନାମିତl ଭୁବନେଶ୍ବର ର ସ୍ଥିତଃ ସେକ୍ରେଟlରୀଏଟ ଏଏସ୍ଓ ଭାବେ କାର୍ଯ୍ୟରତ ଅଛନ୍ତି l ଏହି ଦୁଇ ଝିଅଙ୍କ କୃତିତ୍ୱରେ ଜୁନାଗଡ଼ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ର ସଂ|ସ୍କୃତିକ ଦିବସ ପାଳନ 

masiha

ତୀର୍ଥଯାତ୍ରାରେ ବାହାରିଲେ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

masiha

ଗୁପ୍ତଚର ପାରା ଉଦ୍ଧାର ଫାଣ୍ଡିକୁ ହସ୍ତାନ୍ତର

Sunil Chandra Nayak

Leave a Comment

error: Content is protected !!