ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ କାର୍ଯ୍ୟରତ ଶାଖା ପରିଚାଳକ ସୁବାଷ ଚନ୍ଦ୍ର ସାହୁ ତାଙ୍କର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି ।ଦୀର୍ଘ ବର୍ଷର ଚାକିରୀ ଜୀବନରେ ସେ ଲୋକଙ୍କ ସହ ସୁ ସମ୍ପର୍କ ସ୍ଥାପନ କରି ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ସେ ଜଣେ ସରଳ ଏବଂ ମେଳାପୀ ବ୍ୟକ୍ତି ଥିଲେ ।ତାଙ୍କ ଅବସର ଗ୍ରହଣ ସମୟରେ ନୂତନ ବ୍ୟାଙ୍କ ଶାଖା ପରିଚାଳଜ ପ୍ୟାରେ କାଣ୍ଡୁଲା ,କେସିୟର ମକର ଧ୍ୱଜ ହଂସ ,ମେସେଞ୍ଜର ରତ୍ନାକର ନ।ଏକ ,ବ୍ୟାଙ୍କ ମିତ୍ର ଶ୍ରୀମତୀ ପ୍ରମୋଦିନି କୁମାର ଏବଂ ଜଗନ୍ନାଥ ମାଝି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସେଲ୍ଫି ନେବାବେଳେ ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ,ଉଦ୍ଧାର କାର୍ଯ୍ୟ ଜାରି

masiha

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ।

Sunil Chandra Nayak

ବହଳଦା ଏକଲବ୍ୟ ବିଦ୍ୟାଳୟ ଛାତ୍ର ରାମଚନ୍ଦ୍ର – ଜାତୀୟ ସ୍ତରରେ ଗୌରବ ଆଣିଲେ

Sunil Chandra Nayak

Leave a Comment

error: Content is protected !!