ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଣୁପୁର ରେ ସମୀର ମହାନ୍ତି ଙ୍କ ରୋଡ ସୋ

ଗୁଣୁପୁର – ତା ୧୯/୦୩ ଗୁଣୁପୁରରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ବିଜେପିର ବାଇକ୍ ରାଲି ଓ ରୋଡ ସୋ । ଏହି କାର୍ଯ୍ୟକ୍ରମ ର ବିଜେପିର ରାଜ୍ୟ ସଭପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କ,ରାୟଗଡ଼ା ଜିଲ୍ଲା ବିଜେପିର ସଭାପତି ଶ୍ରୀ ଶିବ ପଟ୍ଟନାୟକ ଓ ଅନ୍ୟ ନେତା ଅଂଶ୍ରଗହଣ କରିଥିଲେ। ଶ୍ରୀଯୁକ୍ତ ସମୀର ମହାନ୍ତି ପୌର ନିର୍ବାଚନ ପରିପ୍ରକ୍ଷୀରେ ଗୁଣୁପୁର ପୌର ପରିଷଦର ଅଧ୍ୟକ୍ଷା ପାର୍ଥିନି ଶ୍ରୀମତୀ ୱାଇ ଅନ୍ନପୂର୍ଣ୍ଣା ଓ ସମସ୍ତ ୱାର୍ଡ ମେମ୍ବର ପାର୍ଥିଙ୍କ ପାଇଁ ନିର୍ବାଚନ ପ୍ରଚାର,ରୋଡ ସୋ ଓ ବାଇକ୍ ରାଳି କରି ଭୋଟ ଭିକ୍ଷା କରିଥିଲେ। ବିଜେପିକୁ ବିପୁଳ ଭୋଟ କରି ଜୟଯୁକ୍ତ କରି ପୌର ପରିଷଦର ଅଧ୍ୟକ୍ଷ କରିବା ପାଇଁ ଆହବାନ କରିଥିଲ । ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଆର୍ଥିକ ଅନିୟମିତା ସତ୍ତ୍ବେ କାର୍ଯାନୁଷ୍ଠାନ ଶୂନ

Sunil Chandra Nayak

ନୂଆପଡ଼ା ଜିଲ୍ଲା ସଦର ଟାନୱାଟ ଠାରେ ଯାଞ୍ଚ ବେଳେ ଅବକାରୀ ବିଭାଗ କୁ ବଡ଼ ସଫଳତା, ୩୦୦ କୁଇଣ୍ଟାଲ ମହୁଲ ସହ ଟ୍ରକ ଜବତ, ଡ୍ରାଇଭର ଗିରଫ, କୋର୍ଟ ଚଳାନ

Sunil Chandra Nayak

ପରିତ୍ୟକ୍ତ ଘରୁ ଶାଳ କାଠ ଜବତ

Sunil Chandra Nayak

Leave a Comment

error: Content is protected !!