ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କଲ୍ଯାଣର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

ପଲନା:୦୪/୦୮ – (ମନିସ):- ଆଜି ଯଥା ୦୪/୦୮/୨୦୨୩ ରିଖ ଦିନ ଭବାନୀପାଟଣା ସଦର ବ୍ଳକ ପଲନା ସ୍ଥିତ ଉପସ୍ବାସ୍ଥ୍ଯ କେନ୍ଦ୍ର ଠାରେ ଗାଁ କଲ୍ଯାଣର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅର୍ତ୍ତଲ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଦିତ୍ୟ ଦାସ, ସଂଯୋଜକ ଶ୍ରୀ ମହାଦେବ ରାଉତ ଯୋଗ ଦେଇ ଉଦଘାଟନ କରିଥିଲେ। ବୈଠକରେ ଏଏନଏମ୍ ଯଶୋବନ୍ତି ମାଝୀ, ସି.ଏଚ.ଓ କ୍ରିଷ୍ଣା ବାଗ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆଶା ଦିଦି ଓ ଅଙ୍ଗନଓ୍ବାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ।

ପଲନା ରୁ ଡମ୍ବରୁଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଳକ ରେ ନୂତନ ଜିଲ୍ଲାପାଳ ଙ୍କ ପରିଦର୍ଶନ

Sunil Chandra Nayak

ବ୍ଲକ ଟପ୍ପରକୁ ସମ୍ବର୍ଦ୍ଧିତ କଲା ଓଷ୍ଟା ସଙ୍ଘ

masiha

ଟାଙ୍ଗରା ହେବା କୁ ବସିଲାଣି କୋଷାଗୁମୁଡା ଛେଳିପଦର ସରଂକ୍ଷିତ ଜଙ୍ଗଲ,ତଥାପି ବନବିଭାଗ ନୀରବ ଦ୍ରଷ୍ଟା

Sunil Chandra Nayak

Leave a Comment

error: Content is protected !!