ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ଥାନା ରେ ଭାର ପ୍ରାପ୍ତ ଆଇଆଇସି ଯୋଗଦେଲେ

ତେନ୍ତୁଳିଖୁଣ୍ଟି ୧୦/୦୮/୨୩// ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ରେ ଭାର ପ୍ରାପ୍ତ ଆଇ ଆଇ ସି ଦାୟିତ୍ୱ ନେଲେ ମହେଶ ଚନ୍ଦ୍ର ଗୋଲୋରୀ । ଆଇ ଆଇ ଦୀପକ ଲେଙ୍କା ଙ୍କ ବଦଳି ପରେ ଖାଲି ଥିଲା ଏହି ପଦବୀ। କାର୍ଯ୍ୟରେ ଯୋଗଦେବା ପରେ ଆଇନ ଶୃଙ୍ଖଳା ସହ  ସଡ଼କ ଦୁର୍ଘଟଣା ହାର କମାଇବା ପାଇଁ ମୋଟର ଓ ବାଇକ ଚାଳକ ଙ୍କ ଉପରେ ଧ୍ୟାନ ଦିଆଯିବ। ରୋଡ଼ ରୋମିଓ ଙ୍କୁ ସାବଡ଼ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ

Sunil Chandra Nayak

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ପାଳନ 

Sunil Chandra Nayak

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!