ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

ରାୟଗଡ:-ତା.14/08-ନୂତନ ଅତିରିକ୍ତ ଜିଲ୍ଲାପାଳ ରାୟଗଡ, ରାମେଶ୍ୱର ପ୍ରଧାନ ଗତ 12.08.23ରିଖ ଶନିବାର ଦିନ କୋଳନାରା ତହସିଲ ପରିଦର୍ଶନ ଯାଇଥିଲେ l କୋଲନରାରେ ନୂତନ ଭାବରେ ଅଦାଲତ କୋଠା ନିର୍ମାଣ ପାଇଁ ତହସିଲରେ କାର୍ଯ୍ୟାଳୟ ତରଫରୁ ଆବଣ୍ଠିତ ଜମି ବୁଲିଦେଖିଥିଲେ l ନୂତନ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ କାର୍ଯ୍ୟକାରୀ ହେବ ସେଉପରେ ତହସିଲଦାର କୋଲନରl ଓ ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥାକୁ ପରାମର୍ଶ ଦେଇଥିଲ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ପରିଦର୍ଶନ ସମୟରେ କୋଲନରା ତହସିଲଦାର ଏମ. ନୀଳକଣ୍ଠ ନାଇଡ଼ୁ, ଅତିରିକ୍ତ ତହସିଲଦାର ବିଗ୍ନରାଜ କହଁର, ସହକାରୀ ଅଗ୍ନୀଶମ୍ମ ଅଧିକାରୀ, ରାଜସ୍ବ ନିରୀକ୍ଷକ ଉପସ୍ଥିତ ଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ସ୍ୱଚ୍ଛ ଭାରତ ମିଶନ ତରଫରୁ ସର୍ଭେକ୍ଷଣ

Sunil Chandra Nayak

ଝରିଗାଁ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

masiha

Leave a Comment

error: Content is protected !!