ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ

ନୂଆପଡା, // ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା । ମିଲିତ ପ୍ୟାରେଡ ନିରୀକ୍ଷଣ କରିଥିବା ବେଳେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲାବାସୀଙ୍କୁ ଆହ୍ବାନ କରି ନୂତନ ନୂଆପଡ଼ା ବିକଶିତ ଜିଲ୍ଲା ଗଠନ କରିବା। ସେହିପରି ସଲିହା ସ୍ବାଧୀନ ସଂଗ୍ରାମ ର ସଂଗ୍ରାମୀଙ୍କୁ ମାନେ ପକାଇଥିଲେ। ଏହି ସ୍ବାଧିନତା ଦିବସ ରେ ୨୫ ଗୋଟି ପ୍ୟାରେଡ ଦଳ ରହିଥିବ ବେଳେ ଗୋଟିଏ ପୋଲିସ ବାହୀନି, ସ୍କୁଲ,କଲେଜ ପ୍ୟାରେଡ ଦଳ,ଏନସିସି, ନେଭାଲ ପ୍ୟାରେଡ ଦଳ ଯୋଗ ଦେଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୭ ଗୋଟି ସାଂସ୍କୃତିକ ଦଳ ନିଜ ଦେଶାତ୍ମବୋଧକ ନୃତ୍ୟ ଗୀତ ପରିବେଷଣ କରିଛନ୍ତି। ଏହି ଉତ୍ସବରେ ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ରେଡ୍ଡୀ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁର୍ଗନ୍ଧ ମୟ ପରିବେଶ ରେ ଚାଲିଛି ପ୍ରକଳ୍ପ ସ୍ବାସ୍ଥ୍ୟ ସେବା

masiha

ଚିନ୍ମୟ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

କାହିଁକି ଲୋପ ପାଉଛି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା

masiha

Leave a Comment

error: Content is protected !!