ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ

ଡାବୁଗାଁ, ୧୭/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବୁଥ ସ୍ତରୀୟ କାଧିକାରୀ ମାନଙ୍କୁ ନେଇ ଏକ ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଘରକୁ ଘର ଯାଇ ଭୋଟର ମାନଙ୍କ ଭୋଟର ତାଲିକା ଯାଞ୍ଚ କରାଯାଉଛି | ବୁଥ ସ୍ତରୀୟ କାଧିକାରୀ ମନ ବିଏଲଓ ଆପ ମାଧ୍ୟମରେ ମୋବାଇଲରେ ଏହି ସର୍ଭେ କରୁଛନ୍ତି | ଏହି ସର୍ଭେର ଅଗ୍ରଗତି ଉପରେ ଆଲୋଚନା କରଯାଇଥିଲା | ଏହି ବୈଠକରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ସୁପରଭାଇଜର ଧନସିଂ ତନ୍ତୀ, ରତିକାନ୍ତ ନାୟକ, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ସମେତ ବ୍ଲକ ର ୫୪ ଟି ବୁଥର ୫୪ ଜଣ ବୁଥ ସ୍ତରୀୟ କାଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

ହିଞ୍ଜିଳିବାହାଲି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

ପୂଜ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା ନକରିବା ପାଇଁ ନିବେଦନ 

Sunil Chandra Nayak

Leave a Comment

error: Content is protected !!