ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଷ୍ଟିଟ୍ ଲାଇଟର ସୁବ୍ୟବସ୍ଥା 

ଟେମରି  –  ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତରେ ପ୍ରତ୍ୟେକ ଗ୍ରାମରେ ଷ୍ଟିପ ଲାଇଟର ସୁବ୍ୟବସ୍ଥା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଦୀର୍ଘ ଦିନରୁ ଟେମରି ପଂଚାୟତରେ ଗ୍ରାମଗୁଡିକ ଅନ୍ଧକାରରେ ଥିବା ବେଳେ ଆଜି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହଯୋଗ ହାତ ଲମ୍ବି ଆସିଛି ଯାହା ଫଳରେ ପଞ୍ଚାୟତ ବିଜେଡି ପ୍ରତିନିଧି ବେଭାରୀ ସାହୁଙ୍କ ଅନୁରୋଧ କ୍ରମେ ଆଜି ଟେମରି ଗ୍ରାମ ପଞ୍ଚାୟତରେ ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସା ଓ ନାଏବ ସରପଞ୍ଚ ଦୁଃଖିରାମ ସା ତଥା ନୂତନ ଟେମରି ଗ୍ରାମ ପଞ୍ଚାୟତ ୱାର୍ଡ ମେମ୍ବର ବୃନ୍ଦଙ୍କ ପ୍ରୟାସରେ ଆଜି ପ୍ରତି ଗାଁ ଛକରେ 20ଟି ବିଦ୍ୟୁତ ଷ୍ଟ୍ରି୍ଟ୍ ଲାଇଟ ଖମ୍ବାମାନଙ୍କରେ ସଂଯୋଗ କରାଯାଇଛି l ଏଥିରେ ଏହି ପଞ୍ଚାୟତର ପ୍ରତ୍ୟେକ ଗ୍ରାମବାସୀଙ୍କ ଆଲୋକ ରଶ୍ମି ଦେଖିବାରୁ ଉତ୍ସାହ ଓ ଆନନ୍ଦର ଲହରୀ ଖେଳି ଯାଇଛି l ଯାହା କିଛି ବାକି ଅଛି ତାହା ଆଗାମୀ ଦିନରେ ଷ୍ଟିଟ୍ ଲାଇଟ ପଞ୍ଚାୟତ ଗ୍ରାଣ୍ଡରୁ ଲାଇଟ ସଂଯୋଗ କରାଯିବ ବୋଲି ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସା ଟେମରି ମସିହା ପ୍ରତିନିଧି ଜଗଜ୍ଜିବନ ସାଙ୍କୁ ପ୍ରତିକ୍ରିୟା ଦେଇଛନ୍ତି l ଜଗଜ୍ୱୀବନ୍       ସା ଙ୍କ ରିପୋର୍ଟ 

Related posts

ନନ୍ଦାହାଣ୍ଡି ରେ ଭାଲୁ ଆତଙ୍କ – ଦୁଇଟି ଛେଳିକୁ ଜୀବନ୍ତ ଖାଇଗଲା ଭାଲୁ

Sunil Chandra Nayak

ଏଣିକି ଏଟିଏମରେ ମିଳିବ ରାସନ, ଭୁବନେଶ୍ୱରରୁ ଆରମ୍ଭ ହେବ ବ୍ୟବସ୍ଥା

Sunil Chandra Nayak

କାଣିଗୁମା ଗ୍ରାମପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କୁ ଗ୍ରାମ ବିକାଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

Leave a Comment

error: Content is protected !!