ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇ – ପତ୍ରିକା ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

 ଭବାନୀ ପାଟଣା –  ଗତ କାଲି ତା-୨୨ ମାର୍ଚ୍ଚ ପବିତ୍ର ବିଶ୍ୱ ଜଳ ଦିବସ ରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ,କଳାହାଣ୍ଡିର, ସୃଷ୍ଟି ଓ ସ୍ରଷ୍ଟା ଇ-ପତ୍ରିକା ତୃତୀୟ ସଂସ୍କରଣ ଉନ୍ମୋଚନ ଏବଂ କବିତା ପାଠୋତ୍ସବ ୱେବନାର ମଧ୍ୟମରେ ହୋଇ ଯାଇଛି, ଏହି ପତ୍ରିକା ଉନ୍ମୋଚନ ପର୍ବର ପ୍ରଥମ ଅଧିବେଶନରେ, ମୁଖ୍ୟବକ୍ତା କଳାହାଣ୍ଡିର ସୁସାହିତ୍ୟିକ ଶ୍ରୀଯୁକ୍ତ ଭୁବନେଶ୍ୱର ପୁରୋହିତ, ମୁଖ୍ୟଅତିଥି କୋଶଲ ସାହିତ୍ୟ ଏକାଡେମୀ ର ଶ୍ରୀ ଯୁକ୍ତ ଦେବେନ୍ଦ୍ର କୁମାର ନାଏକ, ସମ୍ମାନୀୟ ଅତିଥି ହିସାବରେ କଳାହାଣ୍ଡି ଜିଲ୍ଲାର ସୁ ସାହିତ୍ୟିକା ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଓ ଅନେକ ସ୍ଥାନରେ ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ କଳାହାଣ୍ଡି ଜିଲ୍ଲାର ଶ୍ରୀ ଯୁକ୍ତ ଟିକଚନ ବେଣୁପାଣି ଯୋଗଦେଇ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା -ନିର୍ମଳଚନ୍ଦ୍ର ନାଏକ, ମୁଖ୍ୟ ସଭାପତି – ମୋହନ ଚରଣ ବିଶି, ମୁଖ୍ୟ ମାର୍ଗଦର୍ଶକ – ଭାଗିରଥି ସାଗର, ପ୍ରତିଷ୍ଠାତା – ରୀକ୍ଷିରାମ ମେହେର, ସମ୍ପାଦକ – ଦୁର୍ଯ୍ୟୋଧନ ଚଣ୍ଡୀ, ମୁଖ୍ୟ ସମ୍ପାଦିକା – ଅନୁରାଧା କର ସଭାପତି -ବବ୍ରୁ ବାହାନ ସାହୁ, ଉପଦେଷ୍ଟା -ଅଜିତ ଦାସ, ସଂଯୋଜକ -ଦୀନବନ୍ଧୁ ବାଗ, ସହ ସମ୍ପାଦକ -ଯଶୋବନ୍ତ ବିଶ୍ୱାଳ, ସହ ସମ୍ପାଦିକା – ଶଙ୍ଖା ଖର୍ସେଲ ,ଜିଲ୍ଲା ସମ୍ପାଦକ -ଗୋପାଳ ଭାଟି ୟାଦବ, ଗ୍ରୁପ ପରିଚାଲିକା କମଳିନୀ ଚଣ୍ଡି, ବିରଞ୍ଚି ନିଏଲ , ଆବାହକ -ଅକ୍ଷୟ ପଟ୍ଟନାୟକ ଓ ରଞ୍ଜନ ପଣ୍ଡା,ପ୍ରମୁଖ ଉପସ୍ଥିତ ଥିଲେ । ସୁରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନେକ ଜିଲ୍ଲାର ରୁ କବି କବୟତ୍ରୀ ଯୋଗଦେଇ କବିତା ପାଠ କରିଥିଲେ, ଯଥା -ପ୍ରିୟଦର୍ଶିନୀ ମିଶ୍ର, କବିତାଞ୍ଜଳି ପଣ୍ଡା, ସ୍ନେହା ମିଶ୍ର, ଉର୍ମିଳା ମହାପାତ୍ର, କୃଷ୍ଣଚନ୍ଦ୍ର ବାରିକ, ଶୁଭସ୍ମିତା ମହାନ୍ତି, ପଂଚାନନ ପ୍ରଧାନ ପ୍ରମୁଖ କବିତା ପାଠ କରିଥିଲେ ଓ ଶେଷରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ ର ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ଚଣ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ l ମ ନି ସ 

Related posts

ପ୍ରକାଶ କୁମାର ମିଶ୍ର ଙ୍କ କବିତା ସ୍ବାଭିମାନ

Sunil Chandra Nayak

ଢେଙ୍କାନାଳରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ, ୩୮ଟି ପୂଜା ମଣ୍ଡପରେ ଗଣେଶଙ୍କୁ କରାଯିବ ଆବାହନ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ଦୁବ ଘାସ

Sunil Chandra Nayak

Leave a Comment

error: Content is protected !!