ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ବୀମା ତରଫରୁ ୬୭ ତମ ବୀମା ସପ୍ତାହ ପାଳିତ ଅବସରରେ ଏକ ଅଂଶ ପରିବେଶ ସଫା ସୁତୁରା

ନବରଙ୍ଗପୁର–(ମସିହା ) ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଥିବା ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ରେ ୬୭ ତମ ବୀମା ସପ୍ତାହ ପାଳନ କରିବା ଅବସରରେ ଏକ ଅଂଶ କାର୍ଯ୍ୟାଳୟ ପରିସର ଭିତର ଓ ବାହାର ମଧ୍ୟରୁ ଅଳିଆ ଆବର୍ଜନା ସଫା କରିବା l ଏହା ଦ୍ଵାରା ପରିବେଶ କୁ ସ୍ଵଚ୍ଛ ରଖିବା ସହ ରୋଗ ମୁକ୍ତ କରି ବାତାବରଣ କୁ ସୁସ୍ଥ ରଖିବା ହେଉଛି ଏହାର ମୂଳ ଲକ୍ଷ l ଉକ୍ତ କାର୍ଯ୍ୟକ୍ରମ କୁ ଭାରତୀୟ ଜୀବନ ବୀମା ନିଗମ, ନବରଙ୍ଗପୁର ଶାଖା ପରିଚାଳକ ସୀମାଞ୍ଚଳ ରଥ ଙ୍କ ନେତୃତ୍ଵରେ ଅତିରିକ୍ତ ଶାଖା ପରିଚାଳକ ପ୍ରଶାନ୍ତ କୁମାର,ଏ ଏ ଓ ମଙ୍ଗଳ ସିଂ ଓ ବୀମା କର୍ମଚାରୀ ମାନେ ସହଯୋଗ କରି ସଫା ସୂତରା କରିବାରେ ଶ୍ରମ ଦାନ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା

Sunil Chandra Nayak

ଜିଲ୍ଲାସ୍ତରୀୟ ପୋଷଣ ମାସର ଶୁଭାରମ୍ଭ

masiha

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟା କଳ୍ପ ନିର୍ଦ୍ଧାରଣ କମିଟିର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!