ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ସୂଚନା 

     ନିଖୋଜ ସୂଚନା 

କାମାକ୍ଷାନଗର (ମନିସ )10/9/23 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ  କାମର୍ଦା ଗ୍ରାମର ଛବି ବିଶ୍ୱାଳ ଙ୍କ ବଡ ପୁତ୍ର ପ୍ରଭାତ ବିଶ୍ୱାଳ (ଓମ )ବୟସ 14 ଗତ ତା-୦୮-୦୯-୨୦୨୩ ରେ କୁଟୁରିଆ ରୁ ସରକାରୀ ବସ ଯୋଗେ ଘରକୁ ଆସୁଥିଲେ ହେଲେ ଆଜି ପର୍ଯ୍ୟନ୍ତ ଘରେ ପହଂଚି ନାହାନ୍ତି l ପ୍ରଭାତ କୁଟୁରିଆ ରେ ତାଙ୍କ ମାମୁଁ ଘରେ ରହି କୁଟୁରିଆ ହାଇ ସ୍କୁଲ ରେ ନବମ ଶ୍ରେଣୀର ପାଠ ପଢୁଥିଲେ l ଯଦି କେହି ସୂ ହୃଦୟ ବ୍ୟକ୍ତି ତାଙ୍କର ସୂଚନା ପାଆନ୍ତି ତେବେ ତୁରନ୍ତ ମୋ-7849082625- -8249554950 ଏହି ନମ୍ବର କୁ ଯୋଗାଯୋଗ କରନ୍ତୁ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଦଳକୁ ଧରି ପାଞ୍ଚ ଲକ୍ଷ ଟଙ୍କା କଲା ଉଦ୍ଧାର

masiha

ସୁନା ଦୋକାନ ରୁ ଚୋରୀ ଅଭିଯୋଗ

Sunil Chandra Nayak

ଲିଫ୍ଟ ଦେବାକୁ ପଡିଲା ମହଙ୍ଗା, ନିର୍ଦ୍ଧାରିତ ସ୍ଥାନରୁ ମାତ୍ର କେଇ ମିଟର ବାଇକ ଅତିକ୍ରମ ଦ୍ଵାରା ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

Sunil Chandra Nayak

Leave a Comment

error: Content is protected !!