ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଳାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ପାଳିଲେ ନୂଆଁଖାଇ ପର୍ବ

ଗୋଳାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ପାଳିଲେ ନୂଆଁଖାଇ ପର୍ବ

ଗୋଳାମୁଣ୍ଡା ୨୦/୯ ( ମ,ନି,ସ ) ସାରା ପଶ୍ଚିମ ଓଡିଶା ଆଜି ନୂଆଁଖାଇ ଅବସରରେ ଉସବ ମୁଖର ହୋଇଉଠିଥିବା ସମୟରେ ଆଜି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କ ରେ ମଧ୍ୟ ଲୋକେ ନୂଆଁଖାଇ ପର୍ଵ ପାଲିଛନ୍ତି ଏହି ଅବସର ଲୋକେ କିଛିଦିନ ଆଗରୁ ପ୍ରସ୍ତୁତି କରି ନିଜ ପରିବାର ପାଇଁ ନୂଆ ପୋଷାକ ,ନୂଆଧାନ,କୁରେପତ୍ର, ସବୁ ସଂଗ୍ରହ କରି ଆଜି ପରିବାରର ସମସ୍ତେ ମିଳିମିଶି ନୂଆଁଖାଇ ଥାଆନ୍ତି ଏହି ଗୋଟିଏ ଦିନକୁ ବର୍ଷେ ଅପେକ୍ଷା କରିଥାନ୍ତି ସମସ୍ତେ ମିଳିମିଶି ନୂଆଁଖାଇ ଥିବାରୁ ଏହାକୁ ଗଣ ପର୍ବ କୁହାଯାଏ ନୂଆଁଖାଇ ପରେ ଜୁହାର ଭେଟ କାର୍ଯ୍ୟକ୍ରମ କରାଯାଇ ଥାଏ କେତେକ ସ୍ଥାନ ମାନଙ୍କ ରେ ନୂଆଁଖାଇ ଯୋଗୁଁ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିବା ଦେଖିବାକୁ ମିଲିଛି 

ଗୋଳାମୁଣ୍ଡା ରୁ ଦାମୋଦର ଦାସ ଙ୍କ ରିପୋର୍ଟ

Related posts

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

Sunil Chandra Nayak

ତେନ୍ତୁଳିପଡାରେ ଶ୍ରୀରାମ ନବମୀ ସମାରୋହରେ ପାଳିତ

Sunil Chandra Nayak

କ୍ଷୁଦ୍ର ଜଳସେଚନ ବିଭାଗ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ ଚାଷି ଙ୍କ ଅଭିଯୋଗ ଶୁଣିଲେ, ବିଭାଗୀୟ ଅଧିକାରୀ ଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!