ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମାଠଗ୍ରାମର ଟ୍ରାନ୍ସଫରମରେ ବାଡ଼ ନ ଥିବାରୁ ଓ ଲାଇନ ସର୍ଟ ଥିବାରୁ ନିରୀହ ଗାଈର ମୃତ୍ୟୁ

ଗୋଲାମୁଣ୍ଡା /10/8/ନିର୍ଭୟ /ନିରପେକ୍ଷ / କର୍ମାଠ ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଦେଖିବାକୁ ମିଳିଛି,ପ୍ରତେକ୍ଷ ସୂଚନାରୁ ଏହି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତରଗତ ରେଙ୍ଗସାପାଲି ପଂଚାୟତ ଅଧୀନରେ ଥିବା କର୍ମାଟ ଗ୍ରାମର ସୁଧୀର ବିଶ୍ୱାଳଙ୍କ ଗାଈ ଘାସ ଖାଇ ଆସୁ ଥିବା ବେଳେ ଟ୍ରାନ୍ସଫରମରରେ ଲାଇନ ସର୍ଟ ଥିବାରୁ ନିରୀହ ଗାଈର ଦେହରେ ସର୍ଟ ଲାଇନ ଲାଗିବାରୁ ଗାଈ ମୃତ୍ୟୁ ବରଣ ହୋଇଛି। ଟ୍ରାନ୍ସଫରମର ରେ ବାଡ଼ ନ ଥିବାରୁ ଓ ଲାଇନ ସର୍ଟ ଥିବାରୁ ଗାଈ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଲୋକେ ନୁର୍ପ ରାଜ ବୁଦ୍ଧିଆଁ, ଭୁବନେଶ୍ୱର ବିଶ୍ୱାଳ ଗଣମାଧ୍ୟମ ନିକଟରେ  ପ୍ରକାଶ କରିଛନ୍ତି ଯେ ବିଦୂତ ବିଭାଗୀୟ ଜେଇ, ଏସଡ଼ିଓ ଙ୍କ ଅବହେଳା ଯୋଗୁଁ ଏକ ନିରୀହ ଗାଈର ମୃତ୍ୟୁ ବରଣ ହୋଇଛି,। ଫୋନ ମାଧ୍ୟମରେ ବିଦ୍ୟୁତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେବଳ ହେଲଫର ସୁନୀଲ ଗଡା଼ତୀୟା ଓ ପ୍ରବୀଣ କୁମାର ବେହେରା ଙ୍କୁ ପଠାଇ ଥିଲେ,। ଫୋନଯୋଗେ ପ୍ରାଣୀ ବିଭାଗୀୟଙ୍କୁ ମଧ୍ୟ ଜଣାଇ ଥିବାରୁ ଗୋ ମିତ୍ର ଆସିଥିଲେ,,, ଏହି ସମ୍ପର୍କରେ ପ୍ରାଣୀ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ଜଣେ ଏଲ, ଆଇ ପଠାଉଛି ଆସନ୍ତା କାଲି ଗୁରୁବାର ଦିନ ପରୀକ୍ଷା ନିରୀକ୍ଷକ କରାଯିବ ଓ ପଦକ୍ଷେପ ନିଆ ଯିବ ବୋଲି ପ୍ରାଣୀ ବିଭାଗୀୟ ଅଧିକାରୀ ଗୋଲାମୁଣ୍ଡା ଫୋନରେ ପ୍ରତିଶୃତି ଦେଇ ଥିବା ବେଲେ ଗାଈ ମାଲିକ ଓ ଗ୍ରାମର ଅଧିକାଂଶ ଲୋକେ ଟ୍ରାନ୍ସଫରମରେ ବାଡ଼ ଦେବା ସହିତ ଗାଈର ମୂଲ୍ୟ 50ହଜାର ଟଙ୍କା କ୍ଷତି ପୂରଣ ଦିଆ ଯାଉ ବୋଲି ଦାବୀ କରିଛନ୍ତି।

ଗୋଲାମୁଣ୍ଡା ରୁ ରାମକୁମାର ସେନାପତି, ପ୍ରଗତିଶୀଳ ମସିହା

Related posts

ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ବର୍ଦ୍ଧିତ ହେଲେ ଡ଼. ଭବାନୀ ଶଙ୍କର ନିଆଲ

masiha

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୫ ପାଳିତ

masiha

ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!