ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ

ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ

ଶିକ୍ଷା ହିଁ ଜୀବନ ର ମାପକାଠି l ଶିକ୍ଷା ବିନା ଜୀବନ ହୁଏ ଅନ୍ଧକାର ମୟ l ଏହି ଶିକ୍ଷା କୁ ଯେଉଁ ମାନେ ନିଜର ଜୀବନ ଜୀବିକା ଭାବେ ଆପଣେଇ ଥାଆନ୍ତି ସେମାନେ ସମାଜରେ ଚିର ନମସ୍ୟ ଓ ସର୍ବ ଜନ ପ୍ରିୟ ହୋଇଥାନ୍ତି। ଏଇ ପରିପ୍ରେକ୍ଷୀରେ ଭାରତର ମହାନ୍ ଦାର୍ଶନିକ ତଥା ବିଶ୍ୱଶିକ୍ଷା ପ୍ରଦାନକାରୀ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୁଣ୍ୟତିଥି ଅବସରରେ ବ୍ରହ୍ମପୁର ସ୍ଥିତ ଟାଉନହଲ୍ ଠାରେ ଶିକ୍ଷକ ଦିବସ ପାଳନ କରାଯାଉଛି l ଉକ୍ତ ପୂଜ୍ୟପୁଜା ପରମ୍ପରାରେ ଖଲିକୋଟ ୟୁନିଟାରୀ ୟୁନିଭରସିଟିର ଭାଇସ୍ ଚାନ୍ସେଲର ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଦ୍ଵାରା ପାରଳାଖେମୁଣ୍ଡି ଜୁନିଅରକଲେଜ୍ ର ଇଂରାଜୀ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ ସମ୍ବର୍ଧିତ ହୋଇ ଛନ୍ତି l

ଏଥିପାଇଁ ତାଙ୍କୁ ସହକର୍ମୀ ବଂଧୁ, ପରିଜନବର୍ଗ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମହଲରୁ ଶୁଭେଛାର ସୁଅ ଛୁଟିଛି l

ମସିହା ନିୟୂଜ୍ ସର୍ଭିସ୍ 

Related posts

ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ   

Sunil Chandra Nayak

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଆସନ୍ତା ୨୩ରେ….

Sunil Chandra Nayak

Leave a Comment

error: Content is protected !!