ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୌଶଲ୍ୟା ଦୀପ ନୂଆପଡା ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ନିର୍ବାଚିତ

ନୂଆପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବରେ କୋଶଲ୍ୟା ଦୀପ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାପରିଷଦ ଉପ ନିର୍ବାଚନ ପାଇଁ ପୁର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ମାଝୀ ଙ୍କ ସହ ଖଡିଆଳ ଚାରି ନମ୍ବର ଜିଲ୍ଲାପରିଷଦ ଯୋନ ର ସଦସ୍ୟ ଚିତ୍ତରଞ୍ଜନ ବେହେରା ଙ୍କ ନାଁ ଚର୍ଚା ହେଉଥିଲା । ଆଜି ହାଇ କମାଣ୍ଡ ନିପ୍ପତି ପରେ କୋମନା ଜିଲ୍ଲାପରିଷଦ ଜୋନ ୩ ର ଦିପିକା କୋଶଲ୍ୟା ଦୀପ ଙ୍କୁ ବିଜେଡି ଦଳ ମୋହର ଲଗାଇଥିବା ନୁଆପଡା ବିଧାୟକ ରାଜେନ୍ଦ୍ର ଧୋଲକିଆ ସୁଚନା ଦେଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ହେରାପଞ୍ଚମୀ

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

କେବୁଲ ତାର ଚୋରୀ ଅଭିଯୋଗ ରେ ୩ ଜଣ କୁ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!