ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୌଶଲ୍ୟା ଦୀପ ନୂଆପଡା ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ନିର୍ବାଚିତ

ନୂଆପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବରେ କୋଶଲ୍ୟା ଦୀପ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାପରିଷଦ ଉପ ନିର୍ବାଚନ ପାଇଁ ପୁର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ମାଝୀ ଙ୍କ ସହ ଖଡିଆଳ ଚାରି ନମ୍ବର ଜିଲ୍ଲାପରିଷଦ ଯୋନ ର ସଦସ୍ୟ ଚିତ୍ତରଞ୍ଜନ ବେହେରା ଙ୍କ ନାଁ ଚର୍ଚା ହେଉଥିଲା । ଆଜି ହାଇ କମାଣ୍ଡ ନିପ୍ପତି ପରେ କୋମନା ଜିଲ୍ଲାପରିଷଦ ଜୋନ ୩ ର ଦିପିକା କୋଶଲ୍ୟା ଦୀପ ଙ୍କୁ ବିଜେଡି ଦଳ ମୋହର ଲଗାଇଥିବା ନୁଆପଡା ବିଧାୟକ ରାଜେନ୍ଦ୍ର ଧୋଲକିଆ ସୁଚନା ଦେଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲିଙ୍ଗରାଜ ବାବାଙ୍କ ସେବାରେ ସମାଜସେବୀ

Sunil Chandra Nayak

ଵହଳଦା ଥାନା; ବାସିଙ୍ଗିରେ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର;ପରକ୍ରୀୟା ପ୍ରୀତି ସନ୍ଦେହ 

Sunil Chandra Nayak

ଓଡ଼ିଆ ପଦ୍ୟ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶୀର୍ଷକ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!