ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକଘର ତରଫରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଧର୍ମଗଡ଼ ଅଞ୍ଚଳ ଦେଶ ର ସହିଦ ମାନଙ୍କ ପାଇଁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧର୍ମଗଡ଼ ଉପଖଣ୍ଡ ଡାକ ନିରୀକ୍ଷକ ଅନନ୍ତ ଚରଣ ସାହୁ ଙ୍କ ନେତୃତ୍ଵ ରେ ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ବାସୀ ଯୋଗଦାନ କରିବା ସହ ମେଲ ଓଭରସିଅର ଗୌର ଚନ୍ଦ୍ର ମାଝୀ, ବଗାଡ ବ୍ରାଞ୍ଚ ଅଫିସର ଶରତ ଚନ୍ଦ୍ର ସାହୁ, ରହୁରା ହଳଦୀ ର ବ୍ରାଞ୍ଚ ଅଫିସର ଧ୍ରୁବ ଚରଣ ମେହେର, ବ୍ରାହ୍ମଣ ଚେଣ୍ଡିଆ ର ବ୍ରାଞ୍ଚ ଅଫିସର ପ୍ରକାଶ ଚନ୍ଦ୍ର ମୁଣ୍ଡ,ରାଜମୋଟର ର ବ୍ରାଞ୍ଚ ଅଫିସର ବୈକୁଣ୍ଠ ମେହେର,ଚିଲିପା ବ୍ରାଞ୍ଚ ଅଫିସର ଆଦିତ୍ୟ ରଞ୍ଜନ ସା ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତ ପୋଷ୍ଟ କର୍ମଚାରୀ ଏଥିରେ ସହଜୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଉରକେଲା ସ୍ମାର୍ଟ ସିଟିରେ ଗରିବଙ୍କ ମସିହା ସାଜିଛନ୍ତି “ଦୀପ ଭାଇ”, ଜନସେବାରେ ଜିତୁଛନ୍ତି ଲୋକଙ୍କ ହୃଦୟ

ଖାଉଟିଙ୍କୁ କନ୍ଦାଉଛି ଆକାଶଛୁଆଁ ପରିବା ଦର

masiha

ବିଶିଷ୍ଟ ପାଲା ଗାୟକ ରତିକାନ୍ତ ବାରିକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!