ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମହାସଭା ତରଫରୁ ନୁ ଆଖାଇ ଭେଟଘାଟ କାର୍ଯ୍ୟକ୍ରମ 

ଯାଦବ ମହାସଭା ତରଫରୁ ନୁ ଆଖାଇ ଭେଟଘାଟ କାର୍ଯ୍ୟକ୍ରମ 

ତେନ୍ତୁଳିଖୁଣ୍ଟି ୦୯/୧୦/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଯାଦବ ମହାସଭା ତରଫରୁ ଦୁଖୁଗୁଡା ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳିଖୁଣ୍ଟି ବ୍ଳକ ଯାଦବ ମହାସଭା ସଭାପତି ଦୁର୍ଲ୍ଲଭ ଗୌଡ଼ ସଭାପତିତ୍ବ କରିଥିଲେ। ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ସଭାପତି ଜ୍ୟୋତି ରଞ୍ଜନ କଂସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ଦେବଦାସ ମହାଙ୍କୁଡ, ସାଧାରଣ ସମ୍ପାଦକ ମାନସିଂହ ଗୈାଡ, ନବରଙ୍ଗପୁର ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ନବ କିଶୋର ଗୈାଡ, ନବରଙ୍ଗପୁର ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା,ଉପ ସଭାପତି ସୈନିକ ଗୈାଡ, ହରି ଗୈାଡ, ଉପ ସଭାପତି ତଥା ରାଇଘର ବ୍ଲକ ସଭାପତି ଲକ୍ଷିନାଥ ଗୈାଡ, କୋଷାଧ୍ୟକ୍ଷ ଦୈତାରି ମାଝୀ,ଝରିଗାଁ ବ୍ଳକ ଉପ ସଭାପତି ସହଦେବ ଗୈାଡ, ଉମରକୋଟ ବ୍ଳକ ସଭାପତି ଶତୃଘନ ଗୈାଡ, ନନ୍ଦା ହାଣ୍ଡି ବ୍ଳକ ସଭାପତି ଧନୁର୍ଯ୍ୟୟ ଗୈାଡ, ସାଧାରଣ ସମ୍ପାଦକ ସୁରେନ୍ଦ୍ର ଭକ୍ତ,ନବରଙ୍ଗପୁର ବ୍ଳକ ସଭାପତି ପ୍ରହଲ୍ଲାଦ ଗୈାଡ,ଯୁବ ଉପ ସଭାପତି ଶୁସାନ୍ତ ଗୈାଡ,ଝରିଗାଁ ବ୍ଳକ ଯୁବ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ଶଙ୍କର ଗୈାଡ, ତେନ୍ତୁଳିଖୁଣ୍ଟି ବ୍ଳକ ଯୁବ ଯାଦବ ମହାସଭା ସଭାପତି ଜୟରାମ ଗୈାଡ,ରାଇଘର ବ୍ଲକ ଯୁବ ସଭାପତି ଗୋରେଖନାଥ ଗୈାଡ, ଡାବୁଗାଁ ବ୍ଳକ ଯୁବ ଉପ ସଭାପତି ରନସାଏ ଗୈାଡ, ନନ୍ଦାହାଣ୍ଡି ବ୍ଳକ ଯୁବ ସଭାପତି ଇଶ୍ଵର ଗୈାଡ,ଟିମା ଗୈାଡ, ଉମରକୋଟ ର ଡମ୍ବରୁଧର ଗୈାଡ, ଲକ୍ଷ୍ମୀ ନାରାୟଣ ଗୈାଡ, ଶୁକଦେବ ଗୈାଡ,ଜଗ ମୋହନ ଗୈାଡ,ଚଚା ପଂଚାୟତ ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ଗୈାଡ,ଯୁବ ସଭାପତି ମୋହନ ଗୈାଡ,କାଳିଆ ରାଉତ ବରିଷ୍ଠ ସମାଜସେବୀ, ପରମେଶ୍ବର ରାଉତ ଟିମନ ପୁର ପଞ୍ଚାୟତ ସଭାପତି , ପୁରୁଷୋତ୍ତମ ଗୈାଡ, କାର୍ତ୍ତିକ ରାଉତ, ସନମତ ଗୌଡ଼,ସତ୍ୟରାମ ଗୈାଡ,ରୂପଚାନ୍ଦ ଗୈାଡ, ତେନ୍ତୁଳିଖୁଣ୍ଟି ବ୍ଳକ ଯୁବ ସମ୍ପାଦକ ରାମକୃଷ୍ଣ ନାୟକ, ବଳରାମ ଗୈାଡ, ସଦନ ଗୈାଡ, ନରହରି ଗୈାଡ,ମାଧବ ଗୈାଡ, ଶୋଭା ଗୈାଡ ଙ୍କ ସହ ସମସ୍ତ ମାଁ ବାପା ଭାଇ ଓ ଭଉଣୀ ମାନେ ଯୋଗ ଦେଇ ଥିଲେ। ଏହା ପରେ ଆମ ଆରାଧ୍ୟ ଦେବତା ଭଗବାନ ଶ୍ରୀକୃଷ୍ଣ ଙ୍କ ପୂଜାର୍ଚ୍ଚନା କରାଯାଇ ଥିଲା। ଏବଂ ଆସିଥିବା ସମସ୍ତ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହା ପରେ ସମସ୍ତ ଙ୍କ ର ଅବି ଭାଷଣ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସମ୍ପର୍କରେ ଓ ଯାଦବ ମହାସଭା ର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ଏହା ପରେ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରାଯାଇ ଥିଲା। ପରିଶେଷରେ ଝିଅ ମାନଙ୍କ ଦ୍ଵାରା ଢେମଷା ନୃତ୍ୟ ପରିବେଷଣ କରିଥିଲେ। ଏବଂ ଝରିଗାଁ ବ୍ଳକ ଚଚା ପଂଚାୟତ ର ସଭାପତି ଗଙ୍ଗାଧର ଗୈାଡ ଭଗବାନ ଙ୍କ ଭଜନ ଗାନ କରି ଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ସାଗର ସାହିତ୍ୟ ସଂସଦର ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚନ 

masiha

ତେନ୍ତୁଳିଖୁଣ୍ଟି ଡ୍ରାଇଭର  ମହାସଂଘ ର ଷ୍ଟେରିଂ ଛାଡ଼  ଆନ୍ଦୋଳନ  ଦ୍ବିତୀୟ ଦିବସ  ପ୍ରଭାବ  : ଆନ୍ଦୋଳନକାରୀ ଙ୍କ ସପକ୍ଷରେ  କଂଗ୍ରେସ

Sunil Chandra Nayak

ନିରିହ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ସମାଜ ସେବୀ ରଞ୍ଜନ ଜାଲ

masiha

Leave a Comment

error: Content is protected !!