ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର ଜନ ସମ୍ପର୍କ ଯାତ୍ରା 

କଂଗ୍ରେସର ଜନ ସମ୍ପର୍କ ଯାତ୍ରା 

ଚିଲିଗୁଡା ତା ୧୩/୧୦ ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ତଳ ମଲା ଗ୍ରାମରୁ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା କଳାହାଣ୍ଡି କିଷାନ କଂଗ୍ରେସ କମିଟିର ସଭାପତି ତୁଲେଶ୍ୱର ନ।ଏକ ଙ୍କ ନେତୃତ୍ୱରେ ଆଜି ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କଂଗ୍ରେସ ର ଶତାଧିକ କର୍ମୀ ଏହି ଜନ ସମ୍ପର୍କ ଯାତ୍ରାରେ ସାମିଲ ହୋଇ ଘରେ ଘରେ କଂଗ୍ରେସ ଘରେ ଘରେ ହାତ ସମ୍ପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ ।ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ଅନେକ ଗ୍ରାମକୁ କଂଗ୍ରେସ କର୍ମୀମାନେ ଯାଇ ଲୋକଙ୍କ ସହିତ ମିଶି ଜନ ସମ୍ପର୍କ ଯାତ୍ରୀ ର ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ତିରିଂ ରେ ବ୍ଳକ ସ୍ତରୀୟ’ ଘରେ ଘରେ’ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜିତ

masiha

ବୋବରିଆ ଠାରେ ବିଜେପି ଦଳ ପକ୍ଷରୁ ମାଲଗାଁ ମଣ୍ଡଳ ସ୍ତରୀୟ ବୈଠକ 

masiha

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ କୋକସରା ବ୍ଲକରେ ପ୍ରଚାର ଆରମ୍ଭ

masiha

Leave a Comment

error: Content is protected !!