ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକଟର ଓଲଟି ଚାଳକ ର ମୃତ୍ୟୁ

ଟ୍ରାକଟର ଓଲଟି ଚାଳକ ର ମୃତ୍ୟୁ

କାମାକ୍ଷାନଗର (ମନିସ )28/10/23 // କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମ ରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକର ମୃତ୍ୟୁ ହୋଇଛି l ଚାଳକ ଜଣକ ହେଲେ ସେହିଁ ଗ୍ରାମର ମହରଗା ସାହୁ l ମହରଗା ଆଜି ପୂର୍ବାହ୍ନରେ ସନ୍ନିକଟ ରାମିଆଳ ନଦୀକୂଳକୁ ଚାଷ କରିବାକୁ ଯାଉଥିଲେ l ଯିବା ବେଳେ ବିଲ ମାଳରେ ଭାରସାମ୍ୟ ହରାଇ ଟ୍ରାକଟର ଟି ଓଲଟି ପଡିଥିଲା l ଫଳରେ ଟ୍ରାକଟର ତଳେ ଚାପି ହୋଇ ଚାଳକ ମହରଗାଙ୍କର ମୃତ୍ୟୁ ହୋଇଛି l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଶ୍ବକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନସ୍ ରେ ସମ୍ବର୍ଦ୍ଧନା

Sunil Chandra Nayak

ଅନ୍ତିମ ଯାତ୍ରା ରେ ଆମ ପ୍ରମୋଦ ସାର୍। ଶାନ୍ତି ଧାମ ଯାନ ରେ ଗଲେ ପୁରୀ ସ୍ଵର୍ଗଦ୍ଵାର

masiha

ଅଧପନ୍ତରିଆ ଭାବେ ପଡିରହିଛି ପୋଲ ଆଉ କେତେ ବର୍ଷ ପରେ ସମ୍ପୂର୍ଣ୍ଣ କରାଯିବ

Sunil Chandra Nayak

Leave a Comment

error: Content is protected !!