ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ନେହେରୁ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ନେହେରୁ ଯୁବକ ସଂଘ, ତେରେସିଂହା ପକ୍ଷରୁ ସଫେଇ କାର୍ଯ୍ୟ ରବିବାର ହୋଇ ଯାଇଛି l ଗ୍ରାମର ରାଧାବଲ୍ଲଭ ପଡ଼ା ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଅଳିଆ ଆବର୍ଜ୍ଜନାକୁ ସଂଘ ସଦସ୍ୟ ମାନେ ସଫା କରି ପରିଷ୍କାର କରିବା ସହ ପଲିଥିନ, ପ୍ଲାଷ୍ଟିକକୁ ଏଣେତେଣେ ନ ପକାଇବାକୁ ନିକଟସ୍ଥ ମହିଳା ମାନଙ୍କୁ ସଚେତନ କରିଥିଲେ l ପୂର୍ବତନ ସଂଘ ସମ୍ପାଦକ ତଥା ଯୁବକବି ସୁଶାନ୍ତ ରଣାଙ୍କ ନେତୃତ୍ବରେ ହୋଇଥିବା ସଫେଇ କାର୍ଯ୍ୟକ୍ରମରେ ସଂଘ ସଦସ୍ୟ ଟିକେରାମ ରଣା, ନିଲାଞ୍ଚଳ ରଣା, କଳାକାହ୍ନୁ ରଣା ଚୈତନ୍ୟ ରଣା, ସୌରଭ ରଣା, ଜଗା ରଣା ପ୍ରମୁଖ ସାମିଲ ହୋଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରୟାସ ତରଫରୁ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକର ଦିଗ ଓ ଦିଗବଳୟ ସମ୍ପର୍କରେ ଆଲୋଚନାଚକ୍ର

ଶ୍ରୀ ଯୋଗଵେଦାନ୍ତ ସମିତି ,ଭୂବନେଶ୍ବର ଆନୁକୁଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମ ଏବଂ ପୈତୃକ ଗ୍ରାମ ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

Sunil Chandra Nayak

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!