ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମପୁରରେ ରାବଣପୋଡି ଉତ୍ସବ ଅନୁଷ୍ଠିତ

ରାମପୁରରେ ରାବଣପୋଡି ଉତ୍ସବ ଅନୁଷ୍ଠିତ

ବାଲେଶ୍ଵର,୩୧/୧୦୨୩- ବାଲେଶ୍ଵର ଜିଲ୍ଲା ଖଇରା ଵ୍ଲକ ରାମପୁର(ସାନକମାରୀ) ଠାରେ ତା ୨୯/୧୦/୨୩ ରିଖରେ ମହା ସମାରୋହରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠୀ, ମୁଖ୍ୟବକ୍ତା ଭାବେଯୁବନେତା ନିଳମାଧବ ପଣ୍ଡା, ସମ୍ମାନିତ ଅତିଥି ଭାବେ ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, କୁପାରି ପଞ୍ଚାୟତ ସମିତି ସଭ୍ୟ ଅକ୍ଷୟ କୁମାର ଜେନା, ରାଜ୍ୟ ଯୁବ କୋଷାଧ୍ୟକ୍ଷ ରାଜେଶ ମହାକୁଡ, ମଣ୍ଡଳ ସଭାପତି ବାବୁ ନାଥ, ଗଜେନ୍ଦ୍ର ମହାନ୍ତି, ଶଙ୍କର୍ଷଣ ଯେନା, ରମେଶ ପଣ୍ଡା, କୈଳାସ ମାଝୀ, ବର୍ତ୍ତନା ପଞ୍ଚାୟତ ସମିତି ସଭ୍ୟା ରଶ୍ମିବାଳା କର, ପରେଶ ସାମଲ, ତାପସ ସାମଲ, କରୁଣାକର ପାଣିଗ୍ରାହୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ମଣ୍ଡଳ ସଭାପତି ପତିତପାବନ କରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ହୋଇଥିଲା । ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ରାବଣପୋଡି କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓଡ଼ିଶା ଯୁବ ଓଡ଼ିଶା ନବିନ ଓଡିଶା ପ୍ରତିଯୋଗିତା ଉଦଯାପିତ

masiha

ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ

Sunil Chandra Nayak

ରିଷିଡାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

masiha

Leave a Comment

error: Content is protected !!