ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଙ୍କୁଳନ ରେ ତସୁ(କୁଣ୍ଡା)ଚାଲାଣ

ବିପଦ ସଙ୍କୁଳନ ରେ ତସୁ(କୁଣ୍ଡା)ଚାଲାଣ

ତେନ୍ତୁଳିଖୁଣ୍ଟି ୦୧/୧୧/୨୩  // ତେନ୍ତୁଳିଖୁଣ୍ଟି ବ୍ଳକର 10ରୁ ଉର୍ଦ୍ଧ୍ବ ଚାଉଳ ମିଲ ରହିଛି।ଖୁଲୁମଖୁଲା  ରେ ଦିନରେ ତସୁ ଚାଲାଣ ହେଉଛି ବାହାର ରାଜ୍ୟକୁ ଆନ୍ଦ୍ର ପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ,ରେ ଯାଉଥିବା ଦେଖିବାକୁ ମିଳୁଛି।ମୁଖ୍ୟ ରାସ୍ତାରେ ଯାତାୟାତ ବେଳେ ତସୁ ଗାଡି ସହ ସାଇଡ ଦେଲାବେଳକୁ ଦୁର୍ଘଟଣା ଘଟୁଥିବା ଜଣାପଡିଛି। ଏହି ତସୁ ଗାଡି ଗଲାବେଳକୁ ମେଗା ଜଳ ପ୍ରକଳ୍ପ ର ପାଇପ ଲାଇନ ରେ ଚକା ଦବୀ ବହୁତ ଜାଗାରେ ଅଟକି କି ରହି ନଷ୍ଟ ହୋଇଥିବା ଜଣାପଡିଛି। ତସୁ ନେଉଥିବା ଗାଡ଼ି ଓଭର ଲୋଡିଂ କରି ଉପରେ ଉଚ୍ଚା କରି ନେଉଥିବା ରୁ କରେଣ୍ଟ ତାର ଲାଗି ବି କେତେକ ଜାଗାରେ ନଷ୍ଟ ହୋଇଛି।ପୋଲିସ ସାଧାରଣ ଗାଡି ମଟର ସାଇକେଲ କୁ ସବୁଦିନ ଚେକିଂ କରୁଛନ୍ତି ମାତ୍ର ଏହି ଗାଡ଼ି ଗୁଡାକ ବାହାର ରାଜ୍ୟ ରୁ ଆସି ଓଭର ଲୋଡିଂ ରେ ନେଇ, ରାସ୍ତା କୁ ସମ୍ପୂର୍ଣ୍ଣ କଭର କରି ନେଉଥିବା ଦେଖି ଚୁପ ପଡ଼ି ରହୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ମିଲର ଓ ପ୍ରଶାସନ  ଜାଣିଶୁଣି ଚାଲାଣ ହେଉଛି ବୋଲି ଜଣାପଡିଛି।ରାଜପଥ ଦେଇ ଦିନକୁ   ତସୁ(କୁଣ୍ଡା) ଯିବା ଆସିବା କରୁଛନ୍ତି ମାତ୍ର କାହାର ଏହି ବିପଦ ସଂକୁଳ ଅବସ୍ଥା ରେ ଗାଡି ଯିବା ଆସିବା କରୁଛନ୍ତି କାହାର ଦୃଷ୍ଟି ପଡୁ ନାହିଁ।ତେନ୍ତୁଳିଖୁଣ୍ଟି ଏ ମ ଆଇ ରୋହିତ କୁମାର ମାଝି କହିଛନ୍ତି ଏ ବିଷୟରେ ଅବଗତ ନାହିଁ ଉପରିସ୍ଥ ଅଧିକାରୀ କୁ ଯୋଗାଯୋଗ କରି ବିପଦ ସଂକୁଳନ ଯାତ୍ରା ଗାଡି କୁ କାର୍ଯଅନୁଷ୍ଠାନ କରାଯିବ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଜିଲ୍ଲାପାଳ କହିଲେ ତଦନ୍ତ ପରେ କାର୍ଯାନୁଷ୍ଠାନ…. ହଷ୍ଟେଲ ଛାଡ଼ିଲେ ୧୪୦ ଅନ୍ତେବାସୀ ଘଟଣା  ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନ୍ତେବାସୀଙ୍କ ସହ ଆଲୋଚନା

Sunil Chandra Nayak

ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା ମହିଳା ଫୁଟ୍‍ବଲ ହଷ୍ଟେଲରେ ପୁରୁଷ କୋଚ.

masiha

ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଂକ ଭୁବନେଶ୍ୱର ଗସ୍ତ 

Sunil Chandra Nayak

Leave a Comment

error: Content is protected !!