ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଲ ଏଚଭି ଙ୍କ ଅବସର ଗ୍ରହଣ 

ଏ ଲ ଏଚଭି ଙ୍କ ଅବସର ଗ୍ରହଣ 

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଥିବା ସି ଏଚ ସି ରେ କାର୍ଯ୍ୟରତ ଏ ଲ ଏଚ ଭି ଚମ୍ପକ ଲତା ଧଳ ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି ।ଏନେଇ ଚିଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ସେକ୍ଟର ସୁପରଭାଇଜର ଜଳନ୍ଧର ମେହେରଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥୁରେ ଜୁନାଗଡ଼ ସି ଏଚ ସିର ମେଡିକାଲ ଅଫିସର ଭଗବାନ ପଣ୍ଡା , ଚିଲିଗୁଡା ମେଡ଼ିକାଲ ଅଫିସର ଡ଼,ବିପୁଳ ପ୍ର।ଜ୍ଞନ ନ।ଏକ ,ଡ଼, ବିବେକାନନ୍ଦ ମହନନ୍ଦ ,ଡ଼, ପ୍ରହଲ୍ଲାଦ ନ।ଏକ ପ୍ରମୁଖ ଉପସ୍ଥିତ ରହି ଏ ଲ ଏ ଚ ଭିଙ୍କ ଅବସର ଜୀବନ ସୁଖମୟ କାମନା କରି ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଫାର୍ମାସିଷ୍ଟ ଜୟନ୍ତ ପଣ୍ଡା ,ସି ଏଚ ଓ କାଜଲ ବେଗମ , ନିହାରିକ। କୁମାର ଅରୁପ୍ରିୟ। ଦାସ ,ଏ ଏନ ଏମ ଆଶା ରାଣୀ ଦାସ ,ସ୍ମିତା ପାଢ଼ୀ ,ଧୀରେନ୍ଦ୍ର ମେହେର , ଦିନେଶ ନ।ଏକ ,ମିଳି ମାଳିନୀ ହଂସୀଦ। ,ଜୁନାଗଡ଼ ବ୍ଲକ ଆଶା ସଂଘ ସଭାନେତ୍ରୀ କ୍ଷମା ଶିଳା ଛ ତ୍ରିଆ ,ଜିଲ୍ଲା ସଭାନେତୃ ବାସନ୍ତୀ ନ।ଏକ ତଥା ସେକ୍ଟର ର ସମସ୍ତ ଆଶା କର୍ମୀ ଉପସ୍ଥିତ ରହି ଅବସର ସମ୍ବର୍ଦ୍ଧନା ଜଣାଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଦିନିକିଆ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

ବାଲ୍ୟବିବାହ ରୋକିଲା ଚନ୍ଦାହାଣ୍ଡି ପ୍ରଶାସନ

Sunil Chandra Nayak

ପ୍ରକଳ୍ପ ଗୋଟିଏ କାମ ଅନ୍ୟ ସ୍ଥାନରେ,ଏମଜିଏନଆରଇଜିଏସ ଯୋଜନା ବାଟବଣା

Sunil Chandra Nayak

Leave a Comment

error: Content is protected !!