ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଭିସଲାନ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଭିସଲାନ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଳାମୁଣ୍ଡା -କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଭିସଲାନ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏହି ଅବସରେ କଳାହାଣ୍ଡି ଜିଲ୍ଲାର ଭିସଲାନ୍ସ ଇନ୍ସପେକ୍ଟର ଓ ତାଙ୍କ ସହକର୍ମୀ ଯୋଗ ଦେଇଥିବା ସମୟରେ ଗୋଳାମୁଣ୍ଡା ବ୍ଳକ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ ଆରମ୍ଭରେ ଉପସ୍ଥିତ ସମସ୍ତେ ଦୁର୍ନୀତି ର ସଚେତନ ପାଇଁ ଶପଥ ପାଠ କରିଥିଲେ ପରେ ପରେ ଉପସ୍ଥିତ ଅଧିକାରୀ ମାନେ ଦୁର୍ନୀତି ଵିରୁଦ୍ଧ ରେ ମତ ପ୍ରକାଶ କରିଥିଲେ ସଭା ଶେଷରେ ବି ପି ଏମ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଚେତନା ମଞ୍ଚ କଳାହାଣ୍ଡି ଶାଖାର ବୈଠକ୍ ଓ କର୍ମକର୍ତ୍ତା ନିର୍ବାଚନ

Sunil Chandra Nayak

ମାଁ ପାଟଖଣ୍ତା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

masiha

ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!