ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଭିନ୍ନ ପେଟ୍ରୋଲ ପମ୍ପରେ ଉପଜିଲ୍ଲାପାଳ ଙ୍କ ଚଢାଉ

ବିଭିନ୍ନ ପେଟ୍ରୋଲ ପମ୍ପରେ ଉପଜିଲ୍ଲାପାଳ ଙ୍କ ଚଢାଉ

ଢେଙ୍କାନାଳ (ମନିସ 7/11/23 //ଆଜି ପୂର୍ବାହ୍ନରେ ଢେଙ୍କାନାଳ ଉପ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦଙ୍କ ନିର୍ଦେଶ କ୍ରମେ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଉପଖଣ୍ଡସ୍ତରୀୟ ଯାଞ୍ଚ ଦଳ ଦ୍ୱାରା ଚଢ଼ାଉ କରି ଅନିୟମିତତାର ଯାଞ୍ଚ କରାଯାଇଥିଲା l ଏହି ଯାଞ୍ଚ ସମୟରେ କୋରିଆଁ ବାଇପାସ ଓ କଲେଜ ବାଇପାସ ରେ ଦୁଇଟି ପେଟ୍ରୋଲ ପମ୍ପରେ ଅନିୟମିତତା ପରିଲକ୍ଷିତ ହେବାରୁ ପ୍ରତ୍ୟେକଙ୍କୁ 5000 ଲେଁଖାଏ ଜୋରିମାନା କରାଯାଇଥିଲା l ଏହିପରି ଚଢ଼ାଉ କାର୍ଯ୍ୟ ଆଗାମୀ ଦିନମାନଙ୍କରେ ଜାରି ରହିବ ବୋଲି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଯୁବକ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ହତ୍ୟା କରି ଥିବା ଅଭିଯୋଗ

masiha

ପଟ୍ଟା ଜାଗାରେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡା ଗର୍ଦ୍ଧି, ପୁଲିସ ନିରବ , ବରିଷ୍ଠ ନାଗରିକ ଚିନ୍ତାରେ

ସାମ୍ବାଦିକଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ପୋଷ୍ଟ; ଗୋଲାମୁଣ୍ଡା ଥାନାରେ ଏତଲା

Leave a Comment

error: Content is protected !!