ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଘର ଠାରେ ଶିଶୁଦିବସ ପାଳନ 

ନନ୍ଦଘର ଠାରେ ଶିଶୁଦିବସ ପାଳନ 

ନର୍ଲା : (ମସୀହା)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ନର୍ଲା ନନ୍ଦଘର ଠାରେ ଶିଶୁଦିବସ ପାଳନ ହୋଇଥିଲା,ବେଦାନ୍ତ ପିସିଆଇ ଇଣ୍ଡିଆ ଦ୍ୱାରା ପରିଚାଳିତ ନନ୍ଦଘର କାର୍ଯକ୍ରମ ଜରିଆରେ ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ବ ରେ ପାଳିତ ହୋଇ ଥିବା ଏହି କାର୍ଯକ୍ରମ ରେ ନର୍ଲା ୱାର୍ଡସଭ୍ୟା ପୂର୍ଣମୀ ମାଝୀ ମୁଖ୍ଯ ଅତିଥି ଭାବେ ମଞ୍ଚାସୀନ ଥିବାବେଳେ,ନନ୍ଦଘର କମିଟିର ନୀଳକଣ୍ଠ ମାଝୀ,ଜୟନ୍ତୀ ମାଝୀ,ଚିତ୍ର ବିଶି ଏସ୍‌ଏଚ୍‌ଜି ମୁଖ୍ୟ ତିଲତମା ମାଝୀ,ମ୍ଞ୍ଚାସୀନ ଥିଲେ,ଚାଚା ନେହେରୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଧୂପ ଦୀପ ଦେଇ କାର୍ଯକ୍ରମ ର ଶୁଭାରମ୍ଭ କରା ଯାଇଥିଲା,ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କୃତ କରିବା ସହ,ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ନନ୍ଦଘର ପରିବାର ତରଫରୁ ଶୁଭେଚ୍ଛା ପତ୍ର ଦିଆ ଯାଇଥିଲା,କାର୍ଯକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ଅନୁପମା ନାଏକ,ଜତି ନାଏକ ସହଯୋଗ କରିଥିଲେ।

 ଦୀପକ ଠାକୁର ଙ୍କ ରିପୋର୍ଟ,

Related posts

ଜଟିଆ ବାବା ମନ୍ଦିରର ବାର୍ଷିକୋତ୍ସବ

masiha

ଅବସର ପ୍ରାପ୍ତ ଯବାନ ଙ୍କୁ ସମ୍ବର୍ଦ୍ଧନା

masiha

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!