ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଗାଡି ମୋଟର ଯାଞ୍ଚ 

ଡାବୁଗାଁରେ ଗାଡି ମୋଟର ଯାଞ୍ଚ 

ଡାବୁଗାଁ, ୨୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତା ରେ ଥାନା ସମ୍ମୁଖରେ ବୁଧବାର ଗାଡି ମୋଟରଯାଞ୍ଚ କରାଯାଇଛି | ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଗାଡି ମୋଟର ଯାଞ୍ଚ କରାଯାଇଛି | ଏଥିରେ ହେଲମେଟ, ଇଂନସୁରାନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା | ଉକ୍ତ ଯାଞ୍ଚରେ ଯାହାର କାଗଜପତ୍ର ରେ ତ୍ରୁଟି ଥିବା ଯୋଗୁ ଜୋରିମାନା ଆଦାୟ କରାଯାଇଥିଲା | ଏଥିରେ ଆନୁମାନିକ ମୋଟ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରଯାଇଥିଲା | ଏହି ଯାଞ୍ଚ ସମୟରେ ଏଏସଆଇ ଶତଦଳ ମଣ୍ଡଳ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

masiha

ଓଡିଶା ସେବାରତ୍ନ ସମ୍ମାନ-୨୦୨୫  ବ୍ରାଇଟ ଓଡିଶା ପକ୍ଷରୁ ୩୫ ଜଣଙ୍କୁ ପୁରସ୍କାର ପ୍ରଦାନ 

Sunil Chandra Nayak

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

Leave a Comment

error: Content is protected !!