ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

 ମୟୂରଭଞ୍ଜ – ୨୫/୧୧ ( ମସିହା) ଆଜି ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ ଲୁପୁଙ୍ଗ ଗ୍ରାମ ପଂଚାୟତର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ତାଙ୍କରି ପରିଦର୍ଶନ ସମୟରେ କେତେକ ବିଦ୍ୟାଳୟଗୁଡିକ କୌଣସି ଛୁଟି ଏବଂ ବିଦ୍ୟାଳୟ ଛୁଟି ହେବାର ସମୟ ନ ହୋଇଥିବା ସତ୍ତେ ବିଦ୍ୟାଳୟ ଗୁଡିକ ସମ୍ପୂର୍ଣ ବନ୍ଦ ଥିଲାର ଦେଖିବାକୁ ମିଳିଥିଲା l ଏମିତିକି କୌଣସି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ | ଏହାର କଣ ସେହି ବିଦ୍ୟାଳୟ କାର୍ଯ୍ୟରତ କର୍ମଚାରୀଙ୍କ ମନୋମାନି ନା ଆଉ କଣ ? ଏଥି ପାଇଁ କିଏ ଦାୟୀ କିଏ ବୋଲି ତିରିଂ ଅଧ୍ୟକ୍ଷ ଶ୍ରୀ ସାମାଡ଼ ପ୍ରଶ୍ନ କରିଛନ୍ତି lଆଜି ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ ଲୁପୁଙ୍ଗ ଗ୍ରାମ ପଂଚାୟତର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ତାଙ୍କରି ପରିଦର୍ଶନ ସମୟରେ କେତେକ ବିଦ୍ୟାଳୟଗୁଡିକ କୌଣସି ଛୁଟି ଏବଂ ବିଦ୍ୟାଳୟ ଛୁଟି ହେବାର ସମୟ ନ ହୋଇଥିବା ସତ୍ତେ ବିଦ୍ୟାଳୟ ଗୁଡିକ ସମ୍ପୂର୍ଣ ବନ୍ଦ ଥିଲାର ଦେଖିବାକୁ ମିଳିଥିଲା l ଏମିତିକି କୌଣସି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ | ଏହାର କଣ ସେହି ବିଦ୍ୟାଳୟ କାର୍ଯ୍ୟରତ କର୍ମଚାରୀଙ୍କ ମନୋମାନି ନା ଆଉ କଣ ? ଏଥି ପାଇଁ କିଏ ଦାୟୀ କିଏ ବୋଲି ତିରିଂ ଅଧ୍ୟକ୍ଷ ଶ୍ରୀ ସାମାଡ଼ ପ୍ରଶ୍ନ କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ଚାରଣ ଓ ସାହିତ୍ୟ ସଭା 

masiha

ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବନ୍ଦକନା ମଣ୍ଡି ରେ ବିଜେପି ର ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଧର୍ମଗଡ଼ ବିଧାନସଭା ସ୍ଥରୀୟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!