ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

ବସ୍ତା,୭।୧୨ ବସ୍ତା ଥାନା ଅଧିନସ୍ଥ କୋଇଲିସାହି ଗ୍ରାମର ପାଣିରେ ବୁଡି ଜଣେ ୫ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁପୁତ୍ର ଜଣକ ହେଲେ ଏହି ଗ୍ରାମର ଦେବେନ୍ଦ୍ର ଦାସଙ୍କ ପୁଅ ବଜରଙ୍ଗି(୫)। ଗୁରୁବାର ମଧ୍ୟାହ୍ନରେ ସେ ଘରେ ଘରେ ଭାତ ଖାଇବା ପରେ ଖେଳାଖେଳି କରୁଥିଲେ। ମାତ୍ର କିଛି ସମୟ ପରେ ସେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ନିକଟସ୍ଥ ଗାଡିଆ ଭିତରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଏଭଳି ଦୁଃଖଦ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବ୍ଲକ ଓ ଏନଏସି ସ୍ତରୀୟ ଡା,ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

Sunil Chandra Nayak

ଦୁର୍ଗମ ଅଂଚଳ ମାଣିକପୁର ପଞ୍ଚାୟତରେ ବିକାଶ ରଥ ଗଡିଲା

masiha

ଆନ୍ତର୍ଜାତିକ ଧଉଳି କଳା ମହୋତ୍ସବ ରେ ରାଉରକେଲା ର ୪ ଚିତ୍ରଶିଳ୍ପୀ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!