ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ମାସ ପରେ ମୈତ୍ରୀ କମ୍ପାନୀ ସହଯୋଗ ରେ ବିରଵାଫୁଲ ଗାଁ ଲୋକେ ଆଲୁଅ ଦେଖିଲେ

ଦୀର୍ଘ ମାସ ପରେ ମୈତ୍ରୀ କମ୍ପାନୀ ସହଯୋଗ ରେ ବିରଵାଫୁଲ ଗାଁ ଲୋକେ ଆଲୁଅ ଦେଖିଲେ

ରାୟଗଡା :- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତ ବିରଵାଫୁଲ ଗାଁ ରେ କୌଣସି କାରଣ ଜଗୁଁ ବିଦୂତ ଟ୍ରାନ୍ସଫରମର ଖରାପ ହୋଇ ଯାଇ ଥିଲା ତାଙ୍କ ଗାଁ ରେ କିଛି ବିଦ୍ୟୁତ ବିଲ ବକେୟା ଥିବା ହେତୁ ସେହି ଗାଁ କୁ ଆଉ ଟ୍ରାନ୍ସଫରମେର ବିଦ୍ୟୁତ ବିଭାଗ ଦେଇ ନ ଥିବା ହେତୁ ଦୀର୍ଘ ମାସ ହେଲା ବିଜୁଳି ନ ଥିବା ଜଗୁଁ ଗାଁ ଲୋକ ମାନେ ନାହିଁ ନ ଥିବା ଅସୁବିଧା ହୋଉ ଥିଲେ ପିଲା ମାନଙ୍କ ପାଠ ପଢା ଉପେର ବହୁତ ସିଧା ସଳଖ ବାଧା ପ୍ରାପ୍ତ ହୋଉ ଥିଲା ତେଣୁ ଲୋକ ମାନେ ମୋୟତ୍ରୀ ଇନ୍ଫରାସ୍ତୃକେତୁର ଆଣ୍ଡ ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଅଧକ୍ଷ ଶ୍ରୀ ଟି ଶ୍ରୀନିବାସ ରାଓ ଙ୍କୁ ମିଶି ଅସୁବିଧା ବିଷୟ ରେ ଗୁହାରି କରିଥିଲେ ତୁରନ୍ତ ସେହି ଗାଁ ର ପାଖାପାଖି 33 ପରିବାରଙ୍କୁ ସାହାଯ୍ୟ ର ହାତ ବଢ଼ାଇ ଥିଲା ମୈତ୍ରୀ କମ୍ପାନୀ। ଏଭଳି ମୋହତ କାର୍ଯ୍ୟ କୁ ଅଞ୍ଚଳବାସୀ ମୈତ୍ରୀ କମ୍ପାନୀ କୁ ଧନ୍ୟବାଦ ଜଣାଇ ଛନ୍ତି. ଆଜିର ଏହି କାର୍ଯ୍ୟକ୍ରମ ରେ ବୋହୁମାତ୍ରା ରେ ସ୍ଥାନୀୟ ଗାଁ ଲୋକଙ୍କ ସହ ମୈତ୍ରୀ କମ୍ପାନୀ ର କର୍ମଚାରୀ ପୃଷ୍ଟି ଦୁରିଆ, ପି ଆର ଓ ନିହାର ରଞ୍ଜନ ସ୍ୱାଇଁ ସି ଏସ ଆର ମ୍ୟାନେଜେର ଉପସ୍ଥିତ ଥିଲେ. ଏହି ପରି ଉନ୍ନତି ମୂଳକ କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ମହଲରେ ସ୍ୱାଗତ ଜଣାଉ ଛନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଘରେ ଘରେ ପୃଷ୍ଟି” ପ୍ରୟାସ

Sunil Chandra Nayak

ରାଇରଙ୍ଗପୁର ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦଫା ଦାବି ନେଇ ଆଗ୍ନିକ କର୍ମଚାରୀଙ୍କ ଧାରଣା

masiha

Leave a Comment

error: Content is protected !!