ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗହୀର ମଥା ରେ ବୋଟ ଜବତ,13ମତ୍ସଜୀବି ଗିରଫ

ଗହୀର ମଥା ରେ ବୋଟ ଜବତ,13ମତ୍ସଜୀବି ଗିରଫ

ଗହୀର ମଥା ସାମୁଦିକ ଅଭୟା ରଣ ର ଏକ କୁଳା ନିକଟରେ ବେଆଏଇନି ଭାବେ ମାଛ ଧରୁ ଥିବା ବେଳେ ବନ ବିଭାଗ ର ପେଟ୍ରୋଲିଂ ଟିମ ମାଆ ଗଙ୍ଗା ନାମକ ଟ୍ୱ ସିଲିଣ୍ଡେର ବୋଟ କୁ ଜବତ କରିଛି, ସେଥିରେ 13ଜଣ ମତ୍ସଯିବି କୁ ଗିରଫ କରାଯାଇଛି,50କ. Kg ମାଛ,1 ହଜ଼ାର ଫୂଟ ର କଣି ଜାଲ, ଇଲିଶି ଜାଲ ଦୁଇ ହଜ଼ାର ଫୂଟ, ଦୁଇଟି vhf ଓ ଦୁଇ ଟି GPS ସେଟ ଜବତ ହୋଇଛି, ଗିରଫ ମତ୍ସ ଜୀବୀମାନେ ହେଲେ ସରୋଜ ପ୍ରାରମାଣିକ, ଗଙ୍ଗାଧର ମାଲିକ, ପୀତବାସ ମଳିକ, ରଜନୀ ମଳିକ, ଅଭୟ ମଳିକ, ବଳରାମ ମଳିକ, ଭରତ ମଳିକ, ଦିଲ୍ଲିପ ରାଉତ, ମେଘୁ ମଳିକ, ଆଦିକାନ୍ତ ମଳିକ ଓ ମୁକୁନ୍ଦ ମଳିକ, ଗିରଫ ମତ୍ସଜୀବି ମାନଙ୍କୁ 1972 ବନ ପ୍ରାଣୀ ଆଇନ ଅନୁଯାଇ କୋର୍ଟ ଚାଲାଣ କରାଯାଇଥିଲା, ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଃଜ଼ାତ କୁ ପଠାଇ ଦିଆ ଯାଇଛି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନେଉଜ୍!!!

Related posts

ମନ୍ଦିରରୁ ସିରିଜ୍ ଚୋରି

Sunil Chandra Nayak

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

masiha

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

Sunil Chandra Nayak

Leave a Comment

error: Content is protected !!