ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା ବନାଞ୍ଚଳ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ନେସା ଡ୍ଯାମରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ 

ବହଳଦା ବନାଞ୍ଚଳ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ନେସା ଡ୍ଯାମରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ 

ମୟୂରଭଞ୍ଜ – ୨୫/୧୨ ( ମସିହା) ପ୍ଲାଷ୍ଟିକ ଵର୍ଯ୍ଯଵସ୍ତଉ ନେଇ ପରିବେଶ ନଷ୍ଟ ହେବା ସହ ପର୍ଯ୍ଯାଵରଣ ପ୍ରତି ବିପଦ ଦେଖାଯାଇଛି । ବର୍ତମାନ ଚାଲିଛି ପର୍ଯ୍ୟଟନ ଋତୁ ।ଟିକେ ହସଖୁସିରେ ପରିବାର ,ଵଂଧଉବଆନ୍ଧବ, ସାଙ୍ଗ ସାଥି ବଣଭୋଜି କରିବାକୁ ଵହଳଦା ଅଂଚଳର ମନଲୋଭା, ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ନେହା ଡ୍ୟାମରୁ ନୀଳ ଜଳରାଶି ଏବଂ ନିକଟସ୍ଥ ଜଙ୍ଗଲର ଦୃଶ୍ୟ ଦେଖିବାକୁ ଆଖପାଖ ସମେତ ଦୂରଦୂରାନ୍ତରୁ ଲୋକେ ଛୁଟି ଆସନ୍ତି ଓ ବଣଭୋଜି କରନ୍ତି ।ଵଣଭୋଜି ପରେ ପ୍ଳଆଷ୍ଟଇକ ଓ ଵର୍ଯ୍ଯଵସ୍ତଉ ଏଠି ସେଠି ପକାନ୍ତି ଯାହାକି ପରେ ପରିବେଶ ଓ ପର୍ଯ୍ୟାପ୍ତ ପ୍ରତି ଵିପଦ ସୃଷ୍ଟି କରିଥାଏ । ଏଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ  ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ନେସା ଡ୍ୟାମ ଠାରେ ବହଳଦା ବନାଞ୍ଚଳ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ଅଭିଯାନ ସୋମବାର ଦିନ କରାଯାଇଛି ।

      ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ଚାଲିଥିବା ପ୍ଲାଷ୍ଟିକ ମୁକ୍ତ ବଣଭୋଜି ସ୍ଥଳ ଅଭିଯାନ ଅନୁସାରେ ଡିଏଫଓ ଶିବ ପ୍ରସାଦ ରଥଙ୍କ’ଙ ନିର୍ଦ୍ଦେଶ କ୍ରମେ ବହଳଦା ବନାଞ୍ଚଳ ଅଧିକାରୀଣୀ ସୁମତୀ ପାତ୍ର’ଙ୍କ ତତ୍ବାବଧାନରେ ତଥା ଫରେଷ୍ଟର ଜୀତେନ ବେହେରା’ଙ୍କ ନେତୃତ୍ବରେ ବନପାଳ ଶୁଭସ୍ମିତା ଗିରି, ପାରାଷ୍ଟାଫ୍ ମୋହନ ମହାକୁଡ, ଦୀନବନ୍ଧୁ ପାତ୍ର, ,ସଂଗ୍ରାମ ବାସ୍କେ, ବସନ୍ତ ମଣ୍ଡଳ, ବିରୁଦତ୍ତ ମହାନ୍ତ, ଆନୋ ହାଁସଦାଃ ପ୍ରମୁଖ ଦଳବଳ ସହ ଉପସ୍ଥିତ ରହିଥିବାବେଳେ ମୁଖ୍ୟ ଅତିଥୀ ଭାବେ ପରାବେଶ ବିତ୍ ଲଳିତ ମହାନ୍ତ ଉପସ୍ଥିତ ରହିଥିବାବେଳେ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ବସନ୍ତ ସାଣ୍ଡିଲ ଓ ବାବା ତିଲକା ପାଠାଗାର ସଂପାଦକ ତଥା ପରିବେଶବିତ୍ ରାମଦାସ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ପର୍ଯ୍ୟଟକ ଓ ବଣଭୋଜୀ କରିବାକୁ ଆସିଥିବା ଦଳଙ୍କୁ ପ୍ଲାଷ୍ଟିକ ବର୍ଜନ କରିବା ଏବଂ ଆବର୍ଜନା କୁଣ୍ଡରେ ଆବର୍ଜନା ପକାଇବାକୁ ଅନୁରୋଧ କରିଥିଲେ। ସମସ୍ତେ ମିଳିମିଶି ସଚେତନ ହେବା ଏବଂ ଅନ୍ୟକୁ ସଚେତନ କରାଇଲେ ନିଶ୍ଚିତ ଭାବେ ପ୍ଳାଷ୍ଟିକର କୁପ୍ରଭାବ ରୁ ପରିବେଶ ସୁରକ୍ଷା କରିବା ବୋଲି ଅତିଥି ଗଣ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

 

Related posts

ଉମରକୋଟ ଠାରେ ଆରଏସଏସ ର ଶତ ବାର୍ଷିକ ଉପଲକ୍ଷେ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ମଦ ବିରୋଧୀ ଅଭିଯାନ ପରେ ମହିଳା ଙ୍କ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ 

Sunil Chandra Nayak

ଶ୍ରୀ ପଞ୍ଚମୀ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!