ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ଅଞ୍ଚଳ ର ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରାଜୀବ କୁମାର ତିୱାରୀ ଙ୍କ ଆଜି ପରଲୋକ 

ଖଡିଆଳ ଅଞ୍ଚଳ ର ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରାଜୀବ କୁମାର ତିୱାରୀ ଙ୍କ ଆଜି ପରଲୋକ 

ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ସହର ନିବାସୀ ରାଜୀବ କୁମାର ତିୱାରୀ ଆଜି ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଅଛି। ତାଙ୍କ ଦେହାନ୍ତ ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଶାରୀରିକ ଅସୁସ୍ଥତା କାରଣରୁ ସେ ଚିକିତ୍ସା ହୋଇ ଆସୁଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ଖଡିଆଳ ମିଶନ କୁ ନେବା ବେଳେ ହୃଦଘାତ ହୋଇ ତାଙ୍କ ଦେହାନ୍ତ ହୋଇଅଛି। ରାଜୀବ କୁମାର ତିୱାରୀ ୨୧ ଅଗଷ୍ଟ ୧୯୬୬ ମସିହାରେ ଜନ୍ମ ହୋଇଥିଲେ। ସେ ଖଡିଆଳ କଲେଜ୍ ରେ ୧୯୯୧-୯୨ ମସିହାରେ ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ସେ ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରୂପେ ଅଞ୍ଚଳ ରେ ବେଶ ଜଣାଶୁଣା ଥିଲେ। ଗୁରୁବାର ଦିନ ଖଡିଆଳ ଠାରେ ତାଙ୍କ ସେଶକୃତ୍ୟ ଅନୁଷ୍ଠିତ ହେବା ନେଇ ପରିବାର ପକ୍ଷ ରୁ ପ୍ରକାଶ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ

ରିପୋର୍ଟ

Related posts

ନୂଆପଡ଼ା ଅଟଳ ବସ ଷ୍ଟାଣ୍ଡ ଆକସ୍ମିକ ବ୍ୟୟ ସମ୍ପର୍କିତ ପ୍ରଚାରିତ ଖବର ଉପରେ ଜିଲ୍ଲା ପ୍ରଶାସନର ପୁଙ୍ଖାନୁପୁଙ୍ଖ ତଦନ୍ତ, ଆତ୍ମସାତ୍ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ 

ଷୋହଳତମ ଜନ୍ମଦିନ, ସ୍ମୃତି ବହନକରେ କାହିଁକି ?

Sunil Chandra Nayak

ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଵର ଦଖଲ ଉଛେଦ 

masiha

Leave a Comment

error: Content is protected !!